StoryMirror - Read, Write, Share & Repeat- ଡାମରା କାଉରେ ଡାମରା କାଉKishore Nayak · 1 min read · 10 readsଆସିବା ଆଗରୁ ଖବର ଦେଉ
ଘର ଛାତେ ବସି ବୋବାଉ ଥାଉChildren
- ଉଠ ଉଠ ନୀଳମଣିNayak Akshaya raazhasti · 1 min read · 180 readsମିଠା ମିଠା ଫଳ ମୂଳ ମୁଁ ରଖିଚି
ଖାଇବୁ ସର ଲବଣି ମୋ କାହ୍ନୁରେ...
ସୂର୍ଯ୍ୟ ଦେବ ଉଇଁଲେଣିOthers
- ଚାଲ ଫେରିଯିବା ଗାଆଁDR PRASANTA KUMAR BISWAL · 1 min read · 198 readsମାଳ ମାଳ ତାଳ,ନାରିକେଳ ଫଳ,
ଗାଆଁ ଗୋଟା ଥାଏ ଆବୋରି,
ତା ମିଠା ଫଳ କେତେ ଯେ ଶୀତଳ
ମନ କଣିନିଏ ସବୁରି,Others
- ଏମିତି ନ ଥିବ କାଲିSachidananda Kar · 1 min read · 184 readsଆଜି ଯେଉଁ କାମ ଲାଗେ ବିଷ ପରି
ଏମିତି ନ ଥିବ କାଲି
କାମେ ଥିଲେ କାମ ସୁଖଟି ଆଣିବ
ମିଠା ଲାଗୁଥିବ ଖାଲିChildren
- ମିଠା ମିଠା ଗୀତ । କାଶ୍ୟପ ।Ram Prasad Bisoi · 1 min read · 1.4K readsଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)
ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,Others
- ବନସ୍ତେ ଡାକିଲା ଗଜPranati Panda · 1 min read · 208 readsପରମ୍ପରା ନିଆରା ଏ'
ରଜସ୍ୱଳା ମାତା ବସୁଧା ହୁଏ
ବସୁଧା ହୁଏ ଲୋ ,Classics
Loading…