StoryMirror - Read, Write, Share & Repeat- ଏଈ ଶ୍ରାବଣ ସନ୍ଧ୍ୟାରେSUJATA DAS · 1 min read · 110 readsଓଲଟାନ୍ତେ ଅତୀତକୁ
ପୃଷ୍ଠା ପୃଷ୍ଠା କରି
କିଛି ରଙ୍ଗ ଭରନ୍ତେ
ଫିକା ଚିତ୍ରପଟେ
ହୃଦୟ କାନ୍ଥରେFantasy
- ଛଳନାSUKANTA KHANDA · 1 min read · 152 readsଭଲ ହୃଦୟରେ ନାହିଁକି ତୁମର
ଏ ଥିଲାକି ଅବଶୋସ
ବିଷ ଭରିଅଛ କେହି ନ ଜାଣନ୍ତୁOthers
- ସ୍ୱପ୍ନର ମହଲJayashree Maharana · 1 min read · 136 readsଇସାରାରେ ସିଏ ହୋଇଗଲା ବନ୍ଦୀ
ପ୍ରୀତିଫୁଲ ଗଲା ଫୁଟି
ସେଇ ସୁବାସରେ ମୋ ଖିଆଲି ମନ
ଯାଇଥିଲା କାହିଁ ଲୋଟି ।Romance
- ମିଠା ମିଠା ଗୀତ । କାଶ୍ୟପ ।Ram Prasad Bisoi · 1 min read · 1.4K readsଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)
ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,Others
- ମିଠା ମିଠା କଥାRamesh takri · 1 min read · 171 readsମିଠା ମିଠା କଥାOthers
- ପରୀ(ଛୋଟ ଝିଁଅ)Pinku Ranbida · 1 min read · 241 readsବହନିର୍ ନଜର୍'ଥି ଦେଖରେ ସଭେ
ତମ୍'କୁ ସଭେ ମାନ୍ ସମ୍ମାନ ଦେବେ
ମୁନୁଷ୍ ଜାଏତ୍'କେ ବଦନାମ୍ ନାଇଁ କର
ଟିକେହେଲେଭି ମାହାପୁରୁକେ ଡର ।।Crime
Loading…