StoryMirror - Read, Write, Share & Repeat- ମିଠା ମିଠା ଗୀତ । କାଶ୍ୟପ ।Ram Prasad Bisoi · 1 min read · 1.4K readsଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)
ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,Others
- ପରୀ(ଛୋଟ ଝିଁଅ)Pinku Ranbida · 1 min read · 241 readsବହନିର୍ ନଜର୍'ଥି ଦେଖରେ ସଭେ
ତମ୍'କୁ ସଭେ ମାନ୍ ସମ୍ମାନ ଦେବେ
ମୁନୁଷ୍ ଜାଏତ୍'କେ ବଦନାମ୍ ନାଇଁ କର
ଟିକେହେଲେଭି ମାହାପୁରୁକେ ଡର ।।Crime
- ହେ ଜଳ !Lopamudra Parida · 1 min read · 166 readsହେ ଜଳ !Action
- ଉତ୍କଳ ଦିବସSandhyarani dash · 1 min read · 179 readsଉତ୍କଳ ଦିବସChildren
- 😄ବେଇମାନ କିଏ 😄Kalandi pal · 1 min read · 129 reads😄ବେଇମାନ କିଏ 😄Inspirational
- କେବେ କୁହ ତୁମେ,SUJATA DAS · 1 min read · 165 readsProvidedFantasy
Loading…