StoryMirror - Read, Write, Share & Repeat- ସେଦିନ ସଞ୍ଜରେJayashree Maharana · 1 min read · 105 readsଭୁଲି ହେଉ ନାହିଁ ଆଜିଯାଏଁ କାହିଁ
ତା'ର ମୁଖ ଚନ୍ଦ୍ରମାକୁ
ଖୋଜୁଛି ମୁଁ ନିତି ହୃଦୟେ ସାଇତି
ପ୍ରୀତି ରଙ୍ଗ ଭରିବାକୁ ।Romance
- ଭାବନାPrabhanjana Tripathy · 1 min read · 173 readsନାଭି ତଳେ ଖୁଞ୍ଚା,ପଣତ ପବନେ,
ଥରି ଉଠେ ଫିରି ଫିରି,,
କଚାଡି ପଡ଼ଇ , ପାନ୍ଥ ଚୋରା ପ୍ରେମୀ,,
ଦେଖେ ଆଖି ଘୁରି ଘୁରି,,,,llAbstract
- ମଞ୍ଜୁଳ ବସନ୍ତPratap Panda · 1 min read · 315 readsମଞ୍ଜୁଳ ବସନ୍ତInspirational
- ଜଗତେ ସ୍ୱତନ୍ତ୍ରJayashree Maharana · 1 min read · 208 readsପୁରାଣ ଓ ପୋଥି ସାହିତ୍ୟର ସ୍ଥିତି
ରଚିଥିଲା ବିଶ୍ୱେ ଯଶ ସୁନାମ
ଅତୀତର ଗାଥା ଆମ ମିଠା ପ୍ରଥା
ପରିପୁଷAbstract
- ବର୍ଷା ଆସିଛିTiti Sarangi · 1 min read · 6.5K readsପ୍ରେମିକ ଶ୍ରାବଣ ଦେଉଛି ପରଶି
ପ୍ରେମମଧୁ ବାରି ସରଗ ଛୁଇଁ
ଭୁଲି ଗ୍ରୀଷ୍ମର ଦଗ୍ଧ ଅନୁଭବ
ପୃଥିବୀ ଉଲୁସେ ବିଭୋର ହୋଇRomance
- ବୈଭବSunanda B Mohapatra · 1 min read · 6.9K readsଜହ୍ନ ଠୁ ଶୀତଳ ପୁଣି
ଫୁଲ ଠୁ କୋମଳ !
ଜୀବନର ବୀଣା ତାରେ ସଂଗୀତର ଛନ୍ଦ
ପଣତକାନିରେ ମୋ'ର ବିପୁଳ ବୈଭବ !!Others
Loading…