Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମୁରଲୀ
34 poems
ବିରହୀଣୀ ରାଧିକା
Baidyanath Panda · 1 min read · 99 reads
ରାଧିକା ପ୍ରେମରେ ଭଟା ପଡିଗଲା ଆଉ ବହୁନି ଉଜାଣି ଶ୍ରୀହୀନ ହେଲାଣି ତନୁମନ ତାର କଥା ନପରାଇ କହି କାହ
Classics
ପ୍ରତ୍ୟାବର୍ତ୍ତନ ..........
ପ୍ରଶାନ୍ତ କୁମାର ବେହେରା · 1 min read · 108 reads
ଫେରନ୍ତା ପଥରେ ଗୁଞ୍ଜରି ଉଠିବ ଶୁଭ ମିଳନର ମଧୁ ସାହାନାଇ
Abstract
ରାଧା ପ୍ରେମକୁ କିଏ ବା ସରୀ
MADHUSMITA SWAIN · 1 min read · 115 reads
କହ୍ନେଇ ପୁଣି କରିଛି ଗୁଣି ଆକୁଳ ହୁଏ ମୁରଲୀ ଶୁଣି କଦମ୍ବ ମୂଳ ନଉଛି ଟାଣି ପ୍ରୀତିକୁ ଝୁରେ ରାଧିକା
Abstract
ଛାନ୍ଦ - କି ନାମ ବୋଇଲୁ ତୁହି ଗୋ
ପ୍ରାଚୀନ ଓଡ଼ିଆ କାବ୍ୟ କବିତା · 1 min read · 6.8K reads
ପ୍ରମତ୍ତ ନଟ ଖଞ୍ଜରୀଟ ଶୋଭାକୁ ଇଷିତରେ ଦେବ ଜିଣିରେ । ପ୍ରାଣମିତ । କଟାକ୍ଷ ପ୍ରାନ୍ତ କେମନ୍ତ ।
Classics
ଚଉପଦୀ - ସତ୍ୟବାଦୀ ଗୋପୀନାଥ
ପ୍ରାଚୀନ ଓଡ଼ିଆ କାବ୍ୟ କବିତା · 1 min read · 6.8K reads
କି ଲୀଳା କରୁଛ ପ୍ରଭୁ ସିଂହାସନେ ରହି ଭକତ ନିମନ୍ତେ ଭୁଜ ଟେକିଛ ଗୋସାଇଁ । କହେ ସାଲବେଗ ହୀନ ଜାତିରେ ଯବନ ତୁମ୍ଭେ ଦୟାକଲେ ମୁଁ ଯେ କରିବି ଦର୍ଶନ
Classics
ମୁରଲୀ ବାଜିବ ନାହିଁ
Kulamani Sarangi · 1 min read · 6.7K reads
ମୁରଲୀ ବାଜିବ ନାହିଁ ......................... କୃଷ୍ଣ ପାଶେ ସତ୍ୟଭାମା ରାଣୀ କଲେ ଅଳି, "ଥରୁଟିଏ ବଜାଅ ହେ ମୋହନ ମୁରଲୀ'। ହସି କହନ୍ତି ମୋହନ"ତୁମେକି ନଜାଣ? ରାଧାବିନା ମୁରଲୀରେ ନଆସିବ ସ୍ବନ। ଭାବ,ଭକତି,ପୀରତି ଆଉ ସମର୍ପଣ, ଯେଉଁଠାରେ ମିଶିଅଛି ରାଧା ତାର ନାମ। ରାଧା ଭକତିରେ ମିଶି ପୀରତି ଝଂକାର, ଆପେ ଝରିଯାଉଥିଲା ହୋଇ ବଂଶୀସ୍ବର। ଯମୁନା ଉଛୁଳିଯାଏ ଶୁଣି ସେ ତରଙ୍ଗ' ଆକାଶରେ ଲାଗିଯାଏ ଇନ୍ଦ୍ରଧନୁ ରଙ୍ଗ। ପୁଷ୍ପଲତା ଖେଳୁଥିଲେ ସୁର ତାଳେ ତାଳେ, କୃଷ୍ଣସାର, ଧେନୁ ଶୁଣୁଥିଲେ କୁତୁହଳେ। ରାଧା ନଥିଲେ କେମିତି ବାଜନ୍ତା ମୁରଲୀ? ସେଥିପାଇଁ ମୁରଲୀକୁ ଛାଡି ମୁଁ ଆସିଲି। ଅପ୍ରାକୃତ ପ୍ରେମମୂର୍ତି ରାଧାରାଣୀ ମୋର ତା ହୃଦ ତନ୍ତ୍ରୀରେ ଅଛି ମୋ ମୁରଲୀ ସୁର। ଯେଉଁଦିନ ରାଧା ଦେବ ସେ ସୁର ଫେରାଇ, ସେଦିନ ମୋହନ ବଂଶୀ ବଜାଇବି ମୁହିଁ।' କୁଳମଣି ଷଡଙ୍ଗୀ
Others
Loading…
Next page →