English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଯୁବଶକ୍ତି
6 poems
ସୁନାର ଭାରତେ ଆମେ ଯୁବଗୋଷ୍ଠୀ
Pranati Mahapatra · 1 min read · 6.8K reads
ଆଗେଇ ଆସ ମୋ ଯୁବଶକ୍ତି ବନ୍ଧୁ କରିବା ମହତ କାମ, ସୁନାର ଭାରତେ ସୁନାର କିରଣ ବିଞ୍ଚିବା କରି କରମ।
Inspirational
ଆମ ଯୁବଶକ୍ତି
BISWESWAR MAJHI · 1 min read · 7.7K reads
ହଜାର ମାଇଲ ପଦଯାତ୍ରା ସିନା ପାଦ ଥାପି ଆଗେ ଯିବ ଗଛକୁ ଚଢ଼ିବ ମୂଳରୁ ନାଁ ଶୁନ୍ୟେ ଡାଳ ଉପରେ ବସିବ !
Others
ଦୋ ଛକିରେ ଜୀବନ
Prafulla Chandra Mishra · 1 min read · 300 reads
ଅନ୍ଧାର,ଆଲୋକ ସମାନ ଦୃଶ୍ୟେ ବଣା ଯାଏହୋଇ ପଥ ଚିନ୍ତା,ଚେତନା ବିଦ୍ରୋହେ ଜୀବନ ଦୋଛକି ରେ ଉପଗତ ।।
Others
ଜାଗିଉଠ-ଯୁବଶକ୍ତି
Manoj kumar Maharana · 1 min read · 6.7K reads
ସେଇଠି ନାରୀର ଇଜ୍ଜତ, ପ୍ରେମର ମହତ୍ତ୍ବ ତୁଚ୍ଛ କୁ-ଲୋକ ବହୁତ, ସୁକର୍ମ ଆହତ ପୂଜା ଧର୍ମ ବିଲୁପ୍ତ...........
Inspirational
ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ
ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ
Parshuram Biswal · 1 min read · 6.5K reads
ଦେଶ ଗଢ଼ିବାର ଶକତି ସାମର୍ଥ୍ୟ ଦେଇଚୁ ଯା’ ହୃଦେ ଭରି ସିଏ ସିନା ଏକା ଯୁବ ଉଦ୍ଦାମତା, ଆଉ କିଏ ତାହା ସରି ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ ଦେଖୁଚୁ ତୁ ଗିରିଧାରୀ ।
Others
ଯୁବ ଶକ୍ତି ବଳ
କବିତା ସୃଜନୀ ସ୍ୱରଚିତ ଲେଖା · 1 min read · 192 reads
ପୋଡିଦିଅ ସବୁ କଳୁଷ କାଳିମା ଭାବି ତୁହି ବଳଶାଳୀ ଦୂର କର ଧନୀ ଦରିଦ୍ର ପସରା ନିଜେ କର ଏକ ମେଳି
Inspirational