Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରାଜମହଲ
6 poems
ମୋ ପ୍ରେମ ଯାଯାବର ପରି
Bishnu Mahanand · 1 min read · 3.4K reads
ଭଲପାଏ ବୋଲି ଢେର ରାତି ଯାଏ ନିରବରେ ଗପେ ଦିନହେଲେ ତୁ ଯେ ନଥାଉ ଉଭେଇଯାଉ ଦେଖି ସୂର୍ଯ୍ୟକୁ
Others
ଭାେକ
Smruti Sephali Meher · 1 min read · 355 reads
ମୂଲ ଲାଗି ପର ଘରେ ପାଇବା ପାଇଁ ମୁଠାଏ ଭାତ ଜୀଇଁଛି ଜୀଇଁବି ମଧ୍ୟ ରକ୍ତପିଣ୍ତୁଳାକୁ ଦେବା ପାଇଁ ଜନ୍ମ ।
Others
ଧନରେ ଗରିବ ମନରେ ନୁହଁ
subrat kumar jena · 1 min read · 333 reads
ଧନୀ ଲାଗି ଯେପରି ତା ରାଜମହଲ ସବୁକିଛି ଗରିବର ମାଟିର ବୁକୁରେ ମିଳେ ଜୀବନର ବହୁତ
Others
ଧନୀ ବି ମରିବ ଗରିବ ମରିବ
Niranjan Sahu · 1 min read · 363 reads
କିଏ ରହୁଅଛି ରାଜମହଲରେ କିଏ ରହୁଅଛି କୋଠା ବାଡ଼ି ଘରେ କିଏ ରହୁଅଛି ଝାଟିମାଟି ଘରେ କିଏ ରହୁଅଛି ଗଛରମୂଳରେ,
Others
ସାବିତ୍ରୀ ବ୍ରତ
banaja nandini mishra · 1 min read · 126 reads
ତୁମେ କୁହ ଜୀବନ ସଂଘର୍ଷର ରୂପାନ୍ତର ଖରା ଛାଇ ଆଲୁଅ ଅନ୍ଧାର ସାଥୀ ହୋଇ ଚାଲିବାକୁ ହେବ ବାଟ ଅଛି ବହୁଦୂର
Others
ଚିତ୍ର ଚରିତ - 61 କବିତା : ପିଲାଙ୍କ ଘର ହିଁ ସୁନାଘର
KRUTIBAS NAYAK · 1 min read · 161 reads
ଆମ ଗାଆଁରେ ଜେଜେ ରହନ୍ତି ତାଙ୍କର ଚାଳଘର, ବଣ ପାହାଡ଼େ ରହନ୍ତି ଲୋକେ କରି କୁଡ଼ିଆ ଘର |
Inspirational