Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରାଧିକା
22 poems
ମାନିନୀ ରାଧିକା
Kulamani Sarangi · 1 min read · 6.8K reads
ମାନିନୀ ରାଧିକା ................... ମାନିନୀ ରାଧିକା ଅଭିମାନେ ଗାର କାଟୁଥିଲେ ଧରଣୀରେ, ବହିଯାଉଥିଲା ନେତ୍ରୁ ଅଶ୍ରୁ ପତ୍ରୁ ଶିଶିର ବିନ୍ଦୁ ପ୍ରକାରେ।୧। ଚାହିଁ ଉଦ୍ଧବଙ୍କୁ କହନ୍ତି ରାଧିକେ ଶ୍ରୀକୃଷ୍ମ ନୁହଁନ୍ତି ଭଲ, ପ୍ରତିଶ୍ରୁତି ଆଉ ପ୍ରତାରଣା ତାଙ୍କ ନିକିତିରେ ସମତୁଲ।୨। ତାଙ୍କ ନଆସିବା ବାଧେନାହିଁ ବାଧେ ତାଙ୍କ ମିଛୁଆ ପଣିଆ, ଭାବିଛନ୍ତି ମିଛକହି ଭଣ୍ଡାଇବେ ମତେ ପିଲାଙ୍କ ଭଳିଆ।୩। ସେଇଦିନୁ ଜାଣିଚି ମୁଁ ଯେଉଁଦିନ ବଂଶୀଟି ଧରାଇ ଦେଇ, କହିଲେ ରାଧିକେ ଚାରିଦିନ ପରେ ଫେରି ଆସିବି ଗୋ ମୁଁହି।୪। କହିବ ଉଦ୍ଧବ ତାଙ୍କ ହୃଦ ଠାରୁ ମୋ ହୃଦ ଅଧିକ ଟାଣ ତାଙ୍କ ସ୍ମୃତି ମୋର ଅନ୍ତରେ ସାଇତି ଜୀଇଁବା କରିଛି ପଣ।୫। କହିବ ଉଦ୍ଧବ ତାଙ୍କଫେରିବାକୁ ଆଉ ମୁଁହି ଚାହିଁ ନାହିଁ, ମୋ ପ୍ରିତି ଅମର ହେବହେ ଉଦ୍ଧବ ନଆସିବେ ଯେବେ ସେହି।୬। କୁଳମଣି ଷଡଙ୍ଗୀ
Others
ତୁମେ
Nirupama Tarai · 1 min read · 77 reads
ତୁମେ
Children
ଯୁଗଳମୂର୍ତ୍ତି ଦର୍ଶନେ
KSHIRADRI SAHU · 1 min read · 133 reads
ଯୁଗଳମୂର୍ତ୍ତି ଦର୍ଶନେ
Children Stories
ଶ୍ରୀପୁରୁଷ
Writer Roja Panda · 1 min read · 345 reads
ଆବାସ ଛାଡି ନିଜର ପୀରତି ଆଶାରେ, ଆଳୟନାଭ ହେ ଭ୍ରମ ରାଧିକା ପଛରେ ।।
Others
ଅଭିନ୍ ଆତ୍ମା
Ghanashyam Meher · 1 min read · 6.8K reads
ସୁନି ରାଧାରାନୀ ହେଇ ହୁରୁଗୁନି କାହ୍ନୁ ର୍ ପାହାଁ କେ ଧରି ଛାତିକେ ପଥର୍ କରିସେ କହେଲେ ସୁନହୋ ବଏଁସିଧାରି
Others
ଶ୍ରୀରାଧା
Sanskruti Mohanty · 2 min read · 6K reads
ମୋର ଟିକିଏ ଅଭିମାନରେ, ତୁମ ଆଖିରୁ ଝରୁଥିଲା ଲୋତକର ବନ୍ୟା, କିନ୍ତୁ ଆଜି କେମିତି ପାଶୋରିଲ?
Others
Loading…
Next page →