StoryMirror - Read, Write, Share & Repeat- ସ୍ମୃତି ଏକ ରୂପା ଜହ୍ନShiba Charan Mahapatra · 1 min read · 162 readsଚେଇଁ ଉଠ ତୁମ ଉଗ୍ର ଫଣା ଟେକି
ସୁପ୍ତ ଥିଲା ଯାହା କେତେକାଳୁ
ମଉଳା ଫୁଲ ବି ମହକି ଉଠଇ
ଦରଦି ସମୟ ପାବଚ ତଳୁ...Others
- ସ୍ମୃତି ଏକ ରୂପା ଜହ୍ନShashanka sekhar Ray · 1 min read · 116 readsଦେଖିବ ଥରେ ଆସ
କେମିତି ମୁଁ
ତୋଳିଛି ତୁମ ସ୍ମୃତିରେ
ତାଜମହଲଟିଏ ମୋ ହୃଦୟରେ ।Others
- Content deletedBINAYA BHUSAN MOHAPATRA · 1 min read · 373 readsContent deletedOthers
- ମୁଁଁ ତୁମକୁ ଭଲପାଏJagabandhu Sahu · 1 min read · 235 readsଖେଳୁ ଥାଏ ସଦା ସେ ଫୁଲ ସାଥିରେ
କରି ତା ସଙ୍ଗାତ ମିତ
ଏମିତି ଗେହ୍ଲେଇ ମୋ ପ୍ରିୟା ଫୁଲେଇ
ଦେଖି ହେଲି ଆଚମ୍ବିତ ।
ଚାହିଁ ଦିଏ ଯେବେ ତା ଚାନ୍ଦ ମୁଖକୁOthers
- ସ୍ମୃତି ଏକ ରୂପା ଜହ୍ନ-୬ ।Ram Prasad Bisoi · 1 min read · 7.2K readsସ୍ମୃତି ଏକ ରୂପା ଜହ୍ନ-୬ ।
ତମେ ଯଦି ଅଛ ମୋ ସାଥିରେ ରହି ଯାଅ ତ କିଛି କ୍ଷଣ, ହୃଦୟଟା ତ ଟିକେ ସମ୍ଭାଳିଯାଉ, ତମକୁ, କେମିତି ରୋକିବି ମୋ ଆଡକୁ ଆସୁଥିବାର ଦେଖି, ଆଖିରେ ତମକୁ ଭରି ନେବାକୁ ତ ଦିଅ, କଥା ନ କହି ବି ସବୁ କଥା ଶୁଣେଇବାକୁ ତ ଦିଅ, ସବୁ ଦୁଖଃକୁ ମୋର ଖସି ପଳାଇବାକୁ ତ ଦିଅ। (୧)
ସମୟ ତ ନଦୀ ଭଳି ଯାଉଛି ବହି, ସାଥି ଯଦି ତୁମେ ଅଛ ମୋ ସାଥେ, ତମ ଦୁନିଆଁ ରେ ରହିଛି ମୋ ଦୁନିଆଁ , ତମ ଭଲପାଇବାରେ ରହିଛି ମୋ ଭଲ ପାଇବା, ତମ ଚାହାଣୀରେ ଯଦି ଅଛି ସ୍ବପ୍ନ ଆଉ ସେ ସ୍ୱପ୍ନରେ ଯଦି ଅଛି ତମ ନାରାଜି ମତେ ଲାଗୁଛି କାହିଁକି ? ଏମିତି ତମ ହୃଦୟ କହୁଛି ଅଲଗା କିଛି ତମ ଓଠରୁ ବାହାରୁଛି ଆଉ କିଛି, ତମେ ସାଥିରେ ରୁହ ଅବା ନ ରୁହ ବେଦନା ରେ ବଞ୍ଚି ଥିଲି କାଲି ଆଜି ବି ବଞ୍ଚୁଛି ବେଦନା ସହ, ଆଖି ପିଛୁଳାରେ ଚାଲି ଯିବ ଏ ସମୟ, ଆଖି ପିଛୁଳାରେ କଟି ଯିବ ସବୁ ଦୁଖଃ, ଯଦି ସାଥି ତୁମେ ଅଛ ମୋ ସାଥେ, ସ୍ମୃତି ତମେ ଏକ ରୂପା ଜହ୍ନ । (୨)
ରାମ ବିଶୋଇ (କାଶ୍ୟପ) ରାୟଗଡ଼ା ସମୟ-ସକାଳ-୯-୩୫ ମିନିଟ, ତା-୨୩-୦୫-୧୬ ।Others
- ପ୍ରେମ ପାଇଁMITALI ROUT · 1 min read · 113 readsପ୍ରେମ ଏକ ମଧୁର ସଂଗୀତ
ଭୁଲାଇ ଦିଏ ମଧ୍ୟ ଅତୀତOthers
Loading…