English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ରୋଗଶୋକ
145 poems
ଜୀବନ ପଥେ
Bijay Prusty · 1 min read · 233 reads
ଜରା ରୋଗ ଶୋକେ ହଜିଯାଏ କେବେ ଜୀବନର ସବୁଜିମା ସହଜ ସୁନ୍ଦର ଜୀବନ ରାସ୍ତାରେ ଭରିଯାଏ ଖାଲ ଖମା I
Romance
ଦୁଃଖ
Sunanda Mohanty · 1 min read · 168 reads
ରୋଗ ଋଣ ଶୋକ ଯାତନା ନିର୍ଯ୍ୟାତନା କେତେ କେତେ ନାମ ବହି ଦୁଃଖର ପାହାଡ଼ ଚଢ଼ିବାକୁ ହେଲେ ଧୈର୍ଯ୍ୟକୁ ସାଙ୍ଗରେ ନେଇ
Inspirational
ଅଜଣା ପଥ
Bijaya kumar panda · 1 min read · 228 reads
ରୋଗ ଶୋକ ଦୁଃଖ ଶରୀର ପାଇଁ ଆତ୍ମାର କେବେ ନାଶ ହୁଏ ନାହିଁ ପାର୍ଥିବ ଜଗତେ ହୋଇ ବସ୍ତୁବାଦୀ ମାନବିକତା ଆଧ୍ୟାତ୍ମିିକତାକୁ ଭୁୁୁୁୁୁଲିଲିି।
Inspirational
ବୁଦ୍ଧ ହେ ଆସ ଅବତରି
Bijaya Kumar Swain · 1 min read · 207 reads
ବୁଦ୍ଧମ୍ ଶରଣମ୍ ଗଚ୍ଛାମି ସଂଘମ୍ ଶରଣମ୍ ଗଛାମି ଧର୍ମମ୍ ଶରଣମ୍ ଗଛାମି ସତ୍ୟମ୍ ଶରଣମ୍ ଗଛାମି ବାଣୀରେ ତୁମର ଧରଣୀ ଉଠୁଁ ଗୁଞ୍ଜରି ଯେତେ ଦୁଃଖ ଶୋକ ରୋଗ ଏ ସଂସାରୁ ଯାଉ ଦୂରେ ଅପସରି।
Inspirational
ପ୍ରାର୍ଥନା
Satyabati Swain · 1 min read · 394 reads
ଅଦୃଶ୍ୟରେ କାହା ହାତ ଲମ୍ବିଅଛି ହିସାବ କରୁଛି ବସି ସରି ଯିବ ବାଟ ଅକସ୍ମାତ ମୋର
Inspirational
ମୋତେ ନେଇଯା ପୁରୀ
Kalandi pal · 1 min read · 157 reads
ମୋତେ ନେଇଯା ପୁରୀ
Inspirational
Loading…
Next page →