English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ରୌଦ୍ରତାପ
34 poems
ପ୍ରତୀକ୍ଷା
Umasankar Sahu · 1 min read · 139 reads
ଶ୍ରାବଣରେ ଥରେ କଳାମେଘ ସାଙ୍ଗେ ବରଷା ହେଇ ତୁ ଆ, ଅନ୍ତ ହେଉ ମୋର ପ୍ରତୀକ୍ଷାର କ୍ଷଣ ଭିଜେଇ ଦେଇ ତୁ ଯାଆ ।।
Others
ମୃତ ସହର
Sasmita Mohapatra · 1 min read · 375 reads
ପଚାସଢା ମଢ ଡାଳ କୁଢ କୁଢ଼ ଦୁର୍ଗଦ୍ଧେ ପକାଏ ହୁରି ଶ୍ବାନ ଓ ଶୃଗାଳ ହୋଇ ଯେ ବିକଳ ଅବେଳେ ଛାଡନ୍ତି ରଡି (୩)
Others
କଲା ଆତ୍ମତୃପ୍ତି ତା ଦଲକାଏ ପବନ
Sivaram Thakur · 2 min read · 72 reads
କିଏ ପାଇଜାମା କିଏ ଫୁଲପ୍ଯାଣ୍ଟ କିଏ ପିନ୍ଧିକି ନିକର , କିଏ ଦୌଡୁଥାଏ କିଏ ଚାଲୁଥାଏ ହାତରେ ଧରି କୁକୁର ॥୨॥ ହୋଇ ଧାଡି ଧାଡି ଟ୍ରକ ଯାଏ
Comedy
ରୌଦ୍ର ତାପେ ଉତ୍ତପ୍ତ ଧରିତ୍ରୀ
Santosh Kumar Panda · 1 min read · 197 reads
ଆହେ ମହାବାହୁ ରଖ ଏ ଜଗତ ରବିଙ୍କ କିରଣେ ସର୍ବେ ଯେ ଆହତ ମନୁଷ୍ୟକୁ ଦିଅ ସଦବୁଦ୍ଧି ଜ୍ଞାନ କରୁ ସେ ତ ଅଧିକ ବୃକ୍ଷରୋପଣ
Others
ମୌସୁମୀ ଫେରାର
BHABAGRAHI TRIPATHY · 1 min read · 145 reads
ମୌସୁମୀ ଗୋ ତୁମେ କରନି ଛଳନା ଛୁଇଁ ଯାଅ ଆସି ଥରେ
Others
ରୌଦ୍ର ତାପେ ଉତ୍ତପ୍ତ ଧରଣୀ
Arendra Kumar · 1 min read · 217 reads
ସେଥିପାଇଁ ଆଜି ପ୍ରକୃତି ଆଖିରେ ଜଳେ ପ୍ରତିଶୋଧ ନିଆଁ ସେ ନିଆଁରେ ଆଜି ତିଳ ତିଳ ହୋଇ ଜଳୁଅଛି ଏ ଦୁନିଆଁ
Others
Loading…
Next page →