English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଲବଣାକ୍ତ
5 poems
ନାରୀ
Basanti Parida · 1 min read · 546 reads
ନାରୀ ବହି ଯାଉଥିବା ନଦୀଟିଏ ଗାଁ ଗଣ୍ଡା ବିଲ ବଣ ସିଞ୍ଚିଯାଏ ପାପ ତାପ ଯାତନା ଧୋଇ ନେଇ ଗଙ୍ଗା ସିଏ ନାଆଁ ତାର ନଦୀ.............
Others
ନାରୀ।
Santanu Bisoi · 1 min read · 423 reads
ବିଶାଳ ଉଦାର ହୃଦୟଟେ ରଖି ବାରମ୍ବାର କ୍ଷମା ଦିଅ, ମୋ' ଦୁଷ୍ଟାମୀ ଆଉ ଔଦ୍ଧତ୍ୟ ପସରା ଦେଖି ନିର୍ମିମେଷେ ଚାହଁ।।
Abstract
ବର୍ଷା
Debabrata Mishra · 1 min read · 238 reads
ହେଲେ ଏ କଳାଧଳା ଦୁଇ ଆଖିର ବରଷାକୁ କେବଳ ସେ ହିଁ ଦେଖୁଥିଲା ଯାହା ଆଉ ଚାଖୁଥିଲା ତାର ଲବଣାକ୍ତ ଜଳ ଖୋଜୁଥିଲା ମିଠାର ଅନୁଭବ ଓଠ ସହ ଆଖି ଭିଜୁଥିଲା ନିଜ ବରଷାରେ,
Inspirational
କବିତା ଆଳାପ-37 : (ପଞ୍ଚମ ସପ୍ତାହ) ଅମିତ୍ରାକ୍ଷର କବିତା -02 : ସମୁଦ୍ର :
KRUTIBAS NAYAK · 1 min read · 251 reads
ତଥାପି ମୋ ମନେନାହିଁ ତିଳେମାତ୍ର ଗର୍ବ, କାହାର ମୁଁ ନୁହେଁ ପ୍ରତିଦ୍ଵନ୍ଦୀ, କୁଳ କେବେ ଲଙ୍ଘେ ନାହିଁ
Classics
ଲୁହ
Upendra Mahala · 2 min read · 204 reads
ସେ ବୁଝେ ବାର୍ଦ୍ଧକ୍ୟ ଅସହାୟତା, ପଡିଉଠି ଚାଲିବାର ଦୁଃଖ ସବୁ ବିପଦ ଆପଦରେ ଯେ ଦରଦୀ ହାତ ବଢାଏ
Tragedy