Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଲହୁ
34 poems
ମନ ଭାଙ୍ଗିଯାଏ
Prasanna Kumar Madala · 1 min read · 306 reads
ଉପଚାର ବିନା ଯାତନାର ଏହି ବସ୍ତିରେ ମୁଁ ଅସହାୟ ।
Tragedy
କଲମ
Arati Sahoo · 1 min read · 7K reads
କେତେ କେତେ ବୀର ଢଳି ତ ଗଲେଣି କଳନା କରଇ ଇତିହାସ। ଲେଖନୀ ହିଁ ତାଙ୍କ ଗାଥା ରଚିଥାଏ ବିତିଯାଉ ପଛେ ବର୍ଷ ମାସ
Inspirational
କିଏ ଅପରାଧୀ
ଶିଶିର ସାହୁ ମନୋଜ · 1 min read · 154 reads
ସ୍ଵାର୍ଥ ଲଭେ ଯାର ଜୀବନେ ପ୍ରାଧାନ୍ୟ ସେଭଳି ଜୀବନ ଜାତୀୟତା ହୀନ । ନୁହେଁ ଦେଶଭକ୍ତ ସେ କେବଳ ଜୀବ...
Inspirational
ଉଚିତ ବନ୍ଧୁ
Prasanna Kumar Madala · 1 min read · 14.3K reads
ଜଟିଳ ସମସ୍ୟା ଘେରରେ ରହିଲେ ବନ୍ଧୁ ହିଁ ଦେଖାଏ ବାଟ ଉଚିତ ବନ୍ଧୁଙ୍କୁ ଜାଣିବା ବି ଏତେ ନୁହଁଇ ସହଜ ପାଠ ।
Inspirational
ବେସ୍ ଚମତ୍କାର.....
Manoj kumar Maharana · 1 min read · 423 reads
ବିଦ୍ୟା ଅର୍ଜନ କରିବା ବି ବେସ୍ ଚମତ୍କାର, ସେଇ ବିଦ୍ୟାରେ କାହା ଅନିଷ୍ଟ ନ ହେଲେ ହେଲା |୧୦|
Others
ଶାନ୍ତିରେ ଯିବି ମୁଁ ଶୋଇ
Jayadeba Mahapatra · 1 min read · 383 reads
ଦେହରୁ ମୋହର ଝରିଲେ ବି ଲହୁ ଲୁହ ଝରାଇବୁ ନାହିଁ ତୋ ଲୁହ ଝରିଲେ ସହିଦ ହେଇ ବି ଶାନ୍ତି ମୁଁ ପାଇବି କାହିଁ
Others
Loading…
Next page →