English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶରଧାବାଲି
142 poems
ହେ ଜଗନ୍ନାଥ
Kanduri Charan Rout · 1 min read · 6.4K reads
ମହାପ୍ରସାଦରେ ଯେ ଅାତ୍ମପ୍ରସାଦ ଦେଖିଦେଲେ ପେଟ ପୁରେ ଅାନନ୍ଦ ବଜାର ମଜା ମିଳେନାହିଁ ଅାଉ କେଉଁ ବଜାରରେ ।
Others
ବାହୁଡିବେ ମହାବାହୁ
SARATA KUMAR DAS · 1 min read · 227 reads
ନନ୍ଦିଘୋଷ ଚଢି ହେ ମନ ମୋହନ ମୋହୁଥିବ ଭକ୍ତ ମନ ଝରୁଥିବ ଲୁହ ଶରଧା ବାଲିରେ ଭିଜୁଥିବେ ଭକ୍ତ ଜନ ।। ହେ ମାନ ଭଂଜନ ପ୍ରଭୁ ଶ୍ୟାମ ଘନ ଏ କି କଲ ଏ କି କଲ
Others
କଳିଆର ଭବ
ଵଳରାମ ତରାଈ · 1 min read · 125 reads
ତୋ ଶ୍ରୀ ମୂଖ କୁ ଦର୍ଶନ କରି କାଳିଆ ତୋର ନାମ ଧରି ଆନନ୍ଦ ବଜାରେ ପ୍ରସାଦ ମୁଁ ସାରି ଯିବି ମୁଁ ପାରି।
Others
ପାପୀ ଶଗଡ଼ିଆ
Nayak Akshaya raazhasti · 1 min read · 9 reads
ସାଲବେଗ ପରି ସାତ ହାତ ଜାଗା ମାଗୁ ନାହିଁ, ମାଗୁଚି ସେଇ ଶରଧା ବାଲିରୁ ମୁଠାଏ ବାଲି ବିଞ୍ଚି ଦେବାକୁ ମୋ ପାପ ଶଗଡ଼ ଉପରେ
Tragedy
ଶ୍ରୀ ଜଗନ୍ନାଥ
Writer Roja Panda · 1 min read · 404 reads
ନୀଳଚକ୍ର ବାନା ତୁମ ଫରଫର ଉଡେ ଘୁମୁରୁଥାଏ ପାରା ଟି ମହା ଆନନ୍ଦରେ । ଶରଧା ବାଲିରୁ ଟିକେ ମୁଣ୍ଡରେ ବୋଳିଲେ କୋଟି ପାପ କ୍ଷୟ ହୁଏ,ସର୍ବ ସୁଖ ମିଳେ
Others
ଜଗାର ଚିଠି
Manas Kumar Behera · 1 min read · 146 reads
ମହାମାରୀ ପାଇଁ ଯାଇପାରିନାହିଁ ତୋର ରଥ ଯାତ୍ରା ଦେଖି ଡୋରି ଲଗାଇ ତୁ ଡାକିଦେଲୁ ମୋତେ ବାହାରିଛି ଯିବି ପୁରୀ
Classics
Loading…
Next page →