Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଶାରଦା
14 poems
ଚଉପଦୀ - ଜୟ ଶ୍ରୀଶାରଦା ଗୋ
ପ୍ରାଚୀନ ଓଡ଼ିଆ କାବ୍ୟ କବିତା · 1 min read · 6.7K reads
ଧନ୍ୟ ସେ ବୃହସ୍ପତି ବିରଚି ନାନାସ୍ତୁତି ଅରଜି ଗୁରୁଖ୍ୟାତି ସରଜିଲେ କୀରତି । ପଡ଼ି ସେ ପାଦତଳେ କିଶୋରଚନ୍ଦ୍ର ବୋଲେ ସଦୟ ନେତ୍ରାଞ୍ଚଳେ...
Classics
ମା
Dr Narendra Sethy · 1 min read · 7.3K reads
ଯୁଆଡେ ଆଖି ବୁଲେଇବ ସବୁଆଡେ ରାକ୍ଷସ ଲହ ଲହ ଜିଭ ଢଳ ଢଳ ଆଖି ମଦମସ୍ତ ଶରୀର ମା ତୁ କେତେ ମାରିବୁ କେତେ ସଂହାର କରିବୁ
Others
ଶରଦେ ମଙ୍ଗଳ
ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra · 1 min read · 6.8K reads
ଥାଉ ଏ ଶରଧା ଜନ ମାନସରେ ଶରଦ ର ଶାରଦୀୟ, ପିତୃ ଆଶିଷରେ ପାର୍ବତୀ କଲ୍ୟାଣେ ପଥ ହେଉ ପୁଷ୍ପମୟ....
Others
ମୀରା ର ପ୍ରେମ
Ajita Mishra · 1 min read · 402 reads
ଶ୍ରୀରାମଙ୍କ ମର୍ଯ୍ୟାଦା କୁବେରଙ୍କ ସମ୍ପଦା ଗଣେଶଙ୍କ ସିଦ୍ଧି ଚାଣକ୍ୟ ଙ୍କ ବୁଦ୍ଧି ମୀରାଙ୍କ ଭକ୍ତି
Abstract
ନିରୁଦ୍ଦିଷ୍ଟ ଦେବତା
Sarada Parida · 2 min read · 7K reads
ଏଣିକି ଦେଉଥାଅ ନୈବଦ୍ୟ ମହାକୁଥାଉ ଚନ୍ଦନର ଗନ୍ଧ ବାଣ୍ଟୁ ଥାଅ ପାଉଣା ଥାପୁଡେଇ ହାତ ; ସିଏ ତ ଅଗୋଚରରେ ଯୋଗାଡରେ ଅଛି ମେଣ୍ଟିବାରେ ନାନା ମତେ ଗରିବର ଭୋକ ।
Abstract
ସ୍ଵେଚ୍ଛାଚାର ଓ ସ୍ଵାଧୀନତା
ସ୍ଵେଚ୍ଛାଚାର ଓ ସ୍ଵାଧୀନତା
Sarada Parida · 1 min read · 13.5K reads
ସ୍ଵେଚ୍ଛାଚାର କୁ ସ୍ଵାଧୀନତା କହି, ଶୃଙ୍ଖଳା ର ବନ୍ଧ ଡିଅଁ ନାହିଁ !
Others
Loading…
Next page →