StoryMirror - Read, Write, Share & Repeat- ଆଜି ମଙ୍ଗଳବାର ଜଣାଣ ମାଵଳରାମ ତରାଈ · 1 min read · 310 readsସମଲ ପୁରେ ତୁ ମା ନାମ ସମଲାଈ
ବିରାଜାପୁରେ ମା ନାମ ବିରାଜାଇOthers
- ସତେ କି ଭାଗ୍ୟ ହୋଇବBijaya Kumar Swain · 1 min read · 101 readsମାଆ ଶାରଳା,,,,,,
ଏ ମାୟାସଂସାରେ ପଡି
ଧରମ ପଥ କୁ ଯାଉଛି ହୁଡ଼ି
ମାଆ ଶାରଳା
ବିକଳେ ଛାଡୁଚି ରଡ଼ି।
ମାଆ ଶାରଳା,,,,,Classics
- ଜୟ ମା ମଙ୍ଗଳାPrabhati Mahapatra · 1 min read · 246 readsତୋର ଗୁଣ ଲେଖିବାକୁ ନାହିଁ ମୋର ଶକ୍ତି
ତୋର ତିନି ନେତ୍ର ଆଗେ ମୋର କିବା ଜ୍ୟୋତି ।Inspirational
- ମାଆ ମୋ ସାହା(ମାଆ ମୋ ଶାରଳା)Bijaya Kumar Swain · 1 min read · 230 readsସରଳ ମନେ ମାଆକୁ ଡାକି
ଶରଣ ନେଲେ ତାର
ସକଳ ଦୁଃଖ ହୁଅଇ ଦୂର
ହଟଇ ଅନ୍ଧକାର।Inspirational
- ଆସରେ ପଢ଼ିବା ଆସUpendra Mahala · 2 min read · 244 readsଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା
ମଳିଗଲା କହି ନାଚିଲେ ନେତା ।
ବଖାଣି ବସିଲେ ଭାଷା ପ୍ରାଚୀନତା
ଶାରଳା ଦାସ ଓ ଭଞ୍ଜ ସାହିତ୍ୟର
ଗୌରବ ଗାଥା, କେତେ ଯୋଗ୍ୟତା।Others
- ମନ ପକ୍ଷୀ ରେ,,,ମନ ପକ୍ଷୀ ରେBijaya Kumar Swain · 1 min read · 168 readsଜନମ ତା ହା ତେ ମରମ ତାହାତେ
ଧରମ ନିକିତି ହା ତେ ଧରିଛି
ପାପୀ ଉଦ୍ଧରୁଛି ତ ପି କୁ ତାରୁଛି
ମାଆ ଶରଣInspirational