Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଶୀତଋତୁ
450 poems
ଶୀତ
ଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 7.7K reads
ଧାନ ସୀସା ଯେତେ ଲହଡି ଭlଙ୍ଗଇ ବଉଳ ବାସଇ ମହ ମହ ଆମ୍ବ ଡାଳେ ଥାଇ କୋଇଲି ରାବଇ ସୁଲଳିତ କଣ୍ଠେ ଗହ ଗହ..
Classics
ଶୀତ ଅଇଲା
Prasanna Kumar Madala · 1 min read · 13.5K reads
ଶୀତ ଋତୁ ବର୍ଣ୍ଣନା
Others
ପ୍ରେମ ଋତୁ ବସନ୍ତ
bebismita kar · 1 min read · 378 reads
ତୁମ ଆଲିଙ୍ଗନ ଉଷୁମ ନିଆଁରେ ବହିଯାଏ ଦେହୁ ଝାଳ ବିନା ବୈଶାଖରେ ଓଦା ହେଇଯାଏ ତଳିପାରୁ ମୋର ତିଳ
Romance
ଶୀତ ସକାଳ
Jayashree Maharana · 1 min read · 388 reads
କଅଁଳିଆ ରବି କିରଣ ଆଶାରେ ବୃଦ୍ଧବୃଦ୍ଧା ଥାନ୍ତି ବସି ଶୀତକଷ୍ଟ ଭୁଲି ଛୋଟ ଶିଶୁଗଣ ଖେଳୁଥାନ୍ତି ମିଳିମିଶି ।
Others
ଶୀତ
PrasannaKumar Das · 1 min read · 194 reads
ଗୃହହୀନ ଦୁଃଖୀ ଦରିଦ୍ର ଜନ, ଶୀତର ପ୍ରକୋପେ କମ୍ପେ ପରାଣ। ଶୀତବସନ ଅଭାବ, ଥାଏ ଯା' ସମ୍ବଳ ରେଜେଇ କମ୍ବଳ ସେହି ସିନା ସୁଖୀ ହେବ ।
Others
ଶିଶିର ସାରସ
Satyanarayan Sahoo · 1 min read · 199 reads
କାର୍ତ୍ତିକ ଓ ମାର୍ଗ ଶିର ମାସ ବେନି ଶିଶିର ପଡଇ ଯେଣୁ କି ରଜନୀ ॥ ହେମନ୍ତ ଋତୁ ନାମକୁ ସେ ଘେନି ହିମେ ଆଚ୍ଛାଦିତ ଯେଣୁ ମେଦିନୀ ॥୨
Others
Loading…
Next page →