StoryMirror - Read, Write, Share & Repeat- ଭଜ ବାବୁ ରାମ ନାମPrabhanjana Tripathy · 1 min read · 120 readsଲାଳଶା ନ କରି,
ରୁହ ଧୋର୍ଯ୍ୟ ଧରି,
ଭଜ ବିହୀର କୀର୍ତ୍ତନ ।Others
- ଶେଷ ଶ୍ରେଷ୍ଟ କାମନା ।Ram Prasad Bisoi · 1 min read · 7K reads
ଶେଷ ଶ୍ରେଷ୍ଟ କାମନା ।
ମୋ ପାଇଁ---------------! ଜହ୍ନର ଶୀତଳ ଛାୟା, ବର୍ଷାର ସ୍ପର୍ଶର ଅନୁଭୂତି ମେଘର ପୃଥିବୀ କୁ ସ୍ଵାଗତ ଗୀତିକା ଅମରାବତୀର ସେଇ ଲାସ୍ୟମୟୀ ପରିଜାତ ମଣ୍ଡିତା ଅଳକନନ୍ଦା ସମୁଦ୍ରର ଅବିରାମ ଆତୁରତା , ଛୁଇଁବାକୁ ପୃଥିବୀ ର ପାଦ ମିଲନର ଗୀତିକା କେବେ ସେ ନୁହେଁ ପାପ, ନୁହେଁ ପ୍ରତାରଣା, ନୁହେଁ ବି କାମନା କି ଲମ୍ପଟର ବାସନା ନ ହୋଇ ପାରେ ବି ପ୍ରିତି ଫୁଲର ଉପହାର ତମ ପାଇଁ ପ୍ରିୟତମା, ଯଦି ପାରୁନି କିଛି ଦେଇ ହେ ମୋର ମୃଦୁଭାଷିନି, ମନ୍ଦଗମନୀ, ଚାରୁହାସିନି ଦିଅ ମତେ ମୃତ୍ୟୁର ଶୀତଳ ସ୍ପର୍ଶ ବଦଳରେ ଖାଲି କହିଦେଲ ସେତକ ଯଥେଷ୍ଟ ପ୍ରେମର ଅଢ଼େଇ ଅକ୍ଷର ରହି ଯାଉ ସେ ସାରା ଜୀବନ ହୋଇ ମୋର ଜୀବନର "" ଶେଷ ଶ୍ରେଷ୍ଠ କାମନା ""
ରାମ ପ୍ରସାଦ ବିଶୋଇ । ରାମଗୁଣ୍ଡାହାଲ୍ଲୀ, ବାଙ୍ଗାଲୋର, ତା-୧୦-୦୬-୧୬, Art by my daughter Aishwarya Ipsita
Others
- ମହତ ବୋଲିSujat Kumar Sahoo · 1 min read · 403 readsଗଲାବେଳେ କେହି ସାଥି ନ ଥିବେ
ମଲା-ଗଲା ବୋଲି ସେ ବୋଲୁଥିବେ ।
ଖାଦ୍ୟ ଲୋଡ଼ା ବାବୁ ବୟବ ପାଇଁ
ନୁହେଁ....Inspirational
- ଝୁରେ ତତେSunanda Mohanty · 1 min read · 201 readsଝୁରେ ତତେTragedy
- କଥାତ ଏତିକିApalata Aruk · 1 min read · 155 readsକଥାତ ଏତିକିOthers
- ହଏରେ ନିଆଁଲି ମଲିNityananda Behera · 1 min read · 165 readsଲହର ଝପର କେତେ ଯାଏସୁ ଚାଲି , ସୋନୋ ପାଉଡର ହଳଦୀ ମାଖିରେ ଅଳତା ଯୋଖୀ
ତୋର ମୁହୁଁ ଝୁଲାକେ ଅଟା ହଲାକେ, 2
ମହମହ ଅତର ବାସ ଛୁଟୁଥିସି , ମନ-ଭମର ଝୁରି ମରସି ହାଏ।।
ହଏରେ ନିଆଁଲି ମଲି……….
ଯେନ ଦିନୁଁ ଧନ ଚଢ଼ଲୁ ସ୍କୁଟି,Romance
Loading…