StoryMirror - Read, Write, Share & Repeat- ଶେଷ ଶ୍ରେଷ୍ଟ କାମନା ।Ram Prasad Bisoi · 1 min read · 7K reads
ଶେଷ ଶ୍ରେଷ୍ଟ କାମନା ।
ମୋ ପାଇଁ---------------! ଜହ୍ନର ଶୀତଳ ଛାୟା, ବର୍ଷାର ସ୍ପର୍ଶର ଅନୁଭୂତି ମେଘର ପୃଥିବୀ କୁ ସ୍ଵାଗତ ଗୀତିକା ଅମରାବତୀର ସେଇ ଲାସ୍ୟମୟୀ ପରିଜାତ ମଣ୍ଡିତା ଅଳକନନ୍ଦା ସମୁଦ୍ରର ଅବିରାମ ଆତୁରତା , ଛୁଇଁବାକୁ ପୃଥିବୀ ର ପାଦ ମିଲନର ଗୀତିକା କେବେ ସେ ନୁହେଁ ପାପ, ନୁହେଁ ପ୍ରତାରଣା, ନୁହେଁ ବି କାମନା କି ଲମ୍ପଟର ବାସନା ନ ହୋଇ ପାରେ ବି ପ୍ରିତି ଫୁଲର ଉପହାର ତମ ପାଇଁ ପ୍ରିୟତମା, ଯଦି ପାରୁନି କିଛି ଦେଇ ହେ ମୋର ମୃଦୁଭାଷିନି, ମନ୍ଦଗମନୀ, ଚାରୁହାସିନି ଦିଅ ମତେ ମୃତ୍ୟୁର ଶୀତଳ ସ୍ପର୍ଶ ବଦଳରେ ଖାଲି କହିଦେଲ ସେତକ ଯଥେଷ୍ଟ ପ୍ରେମର ଅଢ଼େଇ ଅକ୍ଷର ରହି ଯାଉ ସେ ସାରା ଜୀବନ ହୋଇ ମୋର ଜୀବନର "" ଶେଷ ଶ୍ରେଷ୍ଠ କାମନା ""
ରାମ ପ୍ରସାଦ ବିଶୋଇ । ରାମଗୁଣ୍ଡାହାଲ୍ଲୀ, ବାଙ୍ଗାଲୋର, ତା-୧୦-୦୬-୧୬, Art by my daughter Aishwarya Ipsita
Others
- ଭଜ ବାବୁ ରାମ ନାମPrabhanjana Tripathy · 1 min read · 120 readsଲାଳଶା ନ କରି,
ରୁହ ଧୋର୍ଯ୍ୟ ଧରି,
ଭଜ ବିହୀର କୀର୍ତ୍ତନ ।Others
- ଜୀବନ ସ୍ଵାକ୍ଷରBiswanath Nayak · 1 min read · 268 readsଧରଣୀ ଠାରୁ ଆକାଶ
ଦେଖ ଜୀବନ- ପ୍ରକାଶ
ନିଃଶବ୍ଦ ଓଁକାର ନାଦେInspirational
- ଜେଜେଙ୍କ ଉପଦେଶAnita Jena · 1 min read · 175 readsଆମ କାଳରେ ଲଣ୍ଠନ ପରା
ଧିମା ଧିମା ସିନା ଜଳେ,Abstract
- ଦୁଇକେ ଦୁଇSatyabati Swain · 1 min read · 573 readsଦୁଇ ଶୋ ବାର ବର୍ଷକ ମାସ ବାର
ମୁଁ ଗୋଟେ ଓଡ଼ିଆ ମୋ ଭାଷା ବଢିଆ
ବିଶ୍ୱରେ ଏ ପରିଚୟଟି ମୋହର।Children