Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସକ୍ରିୟ
5 poems
ହେ ସୁଖ ! ହେ ସୌଖ୍ୟ !!
Raja Sekhar CH V · 1 min read · 175 reads
ତୁମ ମୂଲ୍ୟ ଆମକୁ ଜଣେଇଦେଲ, ପୁନଃ ସଂସାରରେ ହସି ହସି ବୁଲ, ସର୍ବଜନଙ୍କୁ ଏବେ କ୍ଷମା କରିଚାଲ, ଆଉ ଆମ ସମସ୍ତଙ୍କୁ ଖୁସି ଦେଇଚାଲ
Abstract
ଆତ୍ମା ଓ କୋଠି
Snigdha Samantaray · 1 min read · 155 reads
ମାସ ଦଣ୍ଡ କାଳ ନ ଦେଖେ ବୟସ ମୃତ୍ୟୁ ଦ୍ୱାରେ ପହଞ୍ଚଇ ପ୍ରେତ ଲୋକେଆତ୍ମା କରେ ଅବସ୍ଥାନ କ୍ରିୟା ପରେ...
Others
ଜୀବନ
SACHALA GURU · 1 min read · 157 reads
ଚେତନା ଯାହାର ସକ୍ରିୟ ରୁହଇ ରହିଛି ଜୀବନ ତା'ର ଚେତନା ଶୂନ୍ୟ ନ ଥାଏ ଜୀବନ ହୁଏ ଜଡତା ତାହାର ll
Others
ମିତା : ମୁଁ ତୁମକୁ ପାଇଅଛି
Sanjya Tripathy · 1 min read · 166 reads
ଏବେ ମୁଁ ତୁମକୁ ଖୋଜିବି: ନିର୍ଭୟାର ଆର୍ତ୍ତଚିତ୍କାରରେ ସାମାଜିକ ଆତ୍ମସମୀକ୍ଷାରେ ଆତଙ୍କବାଦର ମୂଳୋତ୍ପାଟନରେ- ମୌଳବାଦୀ ସ୍ଫୁଲିଙ୍ଗର ନିର୍ବାପନରେ ବୈଷମ୍ୟବିହୀନ ସମାଜ ଗଠନର ସକ୍ରିୟତା ସାଧନାରେ
Others
ପ୍ରଗତି
Bharatabandhu Biswal · 1 min read · 225 reads
ସନ୍ତୁଳିତ ସିଏ ପାପ ପୂଣ୍ୟ ମଧ୍ୟେ ସଜଗ ତା ଉଚ୍ଚାକାଂକ୍ଷା ସକ୍ରିୟ କରମ ବୈ।ଦ୍ଧିକ ପ୍ରୟୋଗ ପରାକ୍ରମ ପରାକାଷ୍ଠା ।
Tragedy