StoryMirror - Read, Write, Share & Repeat- କେବଳ ସତ୍ୟ--------------------!Ram Prasad Bisoi · 1 min read · 6.6K readsକେବଳ ସତ୍ୟ--------------------!
ସତ୍ୟ----------------------। ଭାରି କଷ୍ଠ , କଟୁ, ଅସହ୍ୟ, ଚାଲି ଥାଏ ନିଜ ପଥରେ ନିଜେ, ନାହିଁ କିଛି ପ୍ରୟୋଜନ ତାକୁ ପ୍ରମାଣିତ , ତା ବାଟରୁ ସେ ନିଜେ କରି ଚାଲେ ସଫା, ଅସତ୍ୟ, ମିଥ୍ୟା, ଦୁରାଚାରିତ, ଲୋଭ, କ୍ରୋଧ, କୁସଂସ୍କାର, ସମୟ ହାତୁଡି ପିଟି ପିଟି ବନାଇ ଦିଏ ଚାରିତ୍ର ଗୁଡିକୁ ସୁସ୍ଵାଦ ଚତୁଆ , ସମ୍ପର୍କ ଭାଙ୍ଗି ଯାଏ, ଗଢି ଉଠେ ନୂଆଁ ଯେ କେତେ , ଶେଷରେ ଜଣେ ଆଗନ୍ତୁକ---------------! ବାହୁ ପ୍ରସାରି କୋଳେଇ ନିଏ ସବୁ ଚରିତ୍ର ଗୁଡିକୁ ଯିଏ ତା ପଥ ର ପଥିକ ସେ ଅପରିଚିତ ଆଗନ୍ତୁକ ଟି କିଏ ? ମିଥ୍ୟା ତ ନୁହେଁ କଦାପି , କେବଳ ସତ୍ୟ------------!
ରାମ ପ୍ରସାଦ ବିଶୋଇ (କାଶ୍ୟପ) ତା-୨୫-୦୫-୧୬,ସକାଳ-୧୧ଟା, ରାୟଗଡ଼ା ।Others
- କଳିଯୁଗBijaya Kumar Swain · 1 min read · 222 readsନିଜ ସ୍ବାର୍ଥ ଲାଗି ମାନବ ସକଳେ
କରୁଥିବେ ସଦା ଗୋଳInspirational
- ଯୌବନSunanda Mohanty · 1 min read · 191 readsଯୌବନAbstract
- ସତ୍ୟକୁ କହିବ ଗାଳି ମାଡ଼ ଖାଇବChittaranjan Nanda · 1 min read · 120 readsଗୋଡାଏ ଯିଏ ଅସତ୍ୟ କର୍ମ କରିବାରେ
ଆଦର୍ଶ ବ୍ୟକ୍ତି ବୋଲାଉଛି ସମାଜରେ l୫l
ମଧୁର ବଚନ, ସମାଜ ସୁଧାରକComedy
- ନଶ୍ବରତାର ଛାଇ ନପଡୁChittaranjan Nanda · 1 min read · 163 readsନଶ୍ବରତାର ଛାଇ ନପଡୁAbstract
- କରୁଣା କର ପ୍ରଭୁକବିରତ୍ନ ନୂତନ କୁମାର ବେହେରା · 1 min read · 199 readsକରୁଣା କର ପ୍ରଭୁDrama
Loading…