StoryMirror - Read, Write, Share & Repeat- ମନାସୁଛି ଶୁଭବି. ନିରୁପମା · 1 min read · 287 readsଆଉ କାହା ବଧୂ ସାଜି ସିନ୍ଦୁର ନାଇଲ,
ବିରହ ଜୁଇରେ ମୋତେ ଜାଳିଦେଇ ଗଲ ।Tragedy
- ଠାକୁର କରନ୍ତି ଓବି. ନିରୁପମା · 1 min read · 271 readsଠାକୁର କରନ୍ତି ଓAction
- ବ୍ରହ୍ମମୟ ! ପ୍ରେମମୟ ! ଜୀବନ ।
(ସନେଟ )Ram Prasad Bisoi · 1 min read · 6.7K readsବ୍ରହ୍ମମୟ ! ପ୍ରେମମୟ ! ଜୀବନ ।
(ସନେଟ )
ପ୍ରେମ; ମାନସ କଳ୍ପ ! ଦୁଇଟି ହୃଦୟର ମାନସିକ ସମ୍ପର୍କର ସେତୁ ! ହେତୁ ! ଅଭିଧାନ ପରିଭାଷା ଅଢ଼େଇ ଅକ୍ଷର-ପ୍ରେମ ! (୧)
ବାଛଲ୍ୟତା; ଶିଶୁଟି ପ୍ରତି ମାଆର ସମ୍ପର୍କ ମମତା , ନୁହେଁ କେବେଳ ରକ୍ତ, ମାଂସ ,ବୀଜ,ଯୋନିର, ସୃଷ୍ଠି ସର୍ଜନାର ଶ୍ରେଷ୍ଟ ଅନାବିଳ ଚିର ସ୍ରୋତିନି ନିଃସର୍ତ୍ତ ପ୍ରେମ । (୨)
ବନ୍ଧୁତା ; ପ୍ରଭାହମାନ ଦୁଇଟି ମନ ଜଣେ ଆର ଜଣକ ସହ ବାଣ୍ଟି ପାରୁଥିବା ସବୁ କିଛି ଯାହାପାଖରେ ଯାହା ଅଛି ବାନ୍ଧବ୍ୟ ପ୍ରେମ । (୩)
କାମନା;
ବସ୍ତୁଭିତ୍ତିକ ଦୈହିକ ଇଛା ଗୁଡିକର ସମାହାର ଲକ୍ଷ୍ୟରେ ରୂପାନ୍ତରିତହୋଇ କର୍ମ ପ୍ରେରିତ ହୁଏ କର୍ମମୟ ପ୍ରେମ । (୪)
ଭକ୍ତି; ସମର୍ପଣ ଭାବ କର୍ମ, କର୍ମ ସହ ଭକ୍ତି ଜଡ଼ିତ ହୋଇ ମୋକ୍ଷ ଅନୁପ୍ରାଣିତ ପଥ ସର୍ବମ ବ୍ରହ୍ମମୟ ସତ୍ୟମୟ ପ୍ରେମ, (୫)
ପ୍ରେମ ଈଶ୍ୱର ,ପ୍ରେମ ଜୀବନ ଜୀବନ ଆରମ୍ବ ପ୍ରେମ, ଜୀବନ ଲକ୍ଷ୍ୟ ,ପ୍ରେମ ଅନ୍ୱେଷଣ ଜୀବନର ପୂର୍ଣତା ପ୍ରେମମୟ କର୍ମ ଜୀବନର ଦିବ୍ୟଅନୁଭୂତି ଦିବ୍ୟପ୍ରେମ ତଥା ବ୍ରହ୍ମମୟ ପ୍ରେମମୟ ଜୀବନ ।(୬)
ରାମ ପ୍ରସାଦ ବିଶୋଇ, ରଜ ସଂକ୍ରାନ୍ତି, ଆମଖଟି ସ୍ଵନକ୍ଷତ୍ର ଦିବସ, ତା-୧୪-୦୬-୧୬ ରାମଗୁଣ୍ଡାହଲ୍ଲୀ ବାଙ୍ଗାଲୋର ।Others
- ନାୟିକାRasmita Dixit · 1 min read · 77 readsଆଲୋକେ ରଖିଲା ସୌନ୍ଦର୍ଯ୍ୟ ମୋହର ବିହ୍ଵଳ ସେ ଚିତ୍ରକରAbstract
- ଅଭିମାନ ଫେଡ଼ ମଉନାବତୀCHITTARANJAN DEHURY · 1 min read · 306 readsମରୁଭୂମି ସତେ ପ୍ରତୀତ ହୁଅଇ ତୁମ୍ଭ ଓଷ୍ଠ ଉପବନ
ମଧୁର ଆଳାପେ କରି ବାଣୀ ବନ୍ୟା, ହୃଦ ଜ୍ୱାଳା ପ୍ରଶମନ ।Abstract
- ପ୍ରେମଡୋରେ ବାନ୍ଧିବାବି. ନିରୁପମା · 1 min read · 515 readsମୋ ମତରେ ପ୍ରେମ ଡୋରେ ବାନ୍ଧିବା ସଭିଙ୍କୁ,
ହସି ହସାଇବା ସାରା ଜଗତବାସୀଙ୍କୁ ।Romance
Loading…