Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସରିତା
8 poems
ପରିଚୟ
Subhrajita Subhadarshini · 1 min read · 323 reads
ମତେ ଧକ୍କା ଦେଇ ଅନ୍ୟ ନଦୀ ଲୋଟିଯାଏ ତୁମ ପ୍ରଶସ୍ତ ବୁକୁରେ ଶେଷରେ ତୁମ ଢେଉ ଛାଡି ଦେଇ ଆସେ ମତେ ଉଷ୍ମ ବାଲିଭରା ସେହି କୂଳରେ
Others
ବନ୍ଧୁ
Chinmaya Kumar Nayak · 1 min read · 167 reads
ନା ଥାଏ ଈର୍ଷା ଅଭିମାନର ଜଟିଳତା ନା ମିଥ୍ୟା ଅହଙ୍କାରର ଅସ୍ୱଛ ସରିତା, ଜୀବନ ତା ବିନା ଏକ ଶୁଷ୍କ ମରୁପଥ ସାରଥୀ ସାଜି ସେ ବାହେ ଜୀବନର ରଥ।
Others
ପଦିଏ କଥା
Chinmaya Nayak · 1 min read · 33 reads
ପଦିଏ କଥା ପୁଣି ଜାଳିଦିଏ ଲିଭା ସଳିତା। ପଦିଏ କଥା ଓଦା ଆଖିରେ ଦିଏ ଉଲ୍ଲାସ ଛିଟା।
Abstract
ବୟସର ଅପରାହ୍ନରେ
Rohit Rahgir · 1 min read · 187 reads
ପାଦକୁ କରେ ରୁଧିରେ ଜର୍ଜର ତମେ ବା କେବେ ବୁଝିବ କେମିତି, ତମକୁ ତ ଭଲ ଲାଗେ ଖାଲି
Romance
ଜୀବନ ପଥ
Kalyani Nanda · 1 min read · 241 reads
ଜୀବନ ବହି ଚାଲେ ସରିତା ସମ, ମଣିଷ ଜୀବନ ଯେ ଶୁଷ୍କ ପତ୍ର ସମ, ତରୁ ଶାଖାରୁ ଝଡି ହୁଏ ଭୂପତିତ,
Others
ଆଦ୍ୟ ଆଷାଢ଼ର ଆଗମନେ
Priyadarshini Samantray · 1 min read · 281 reads
ଭିଜାମାଟି ବାସ୍ନା ଭରେ ମାଦକତା ମେଘାଚ୍ଛନ୍ନ ନଭ ଦେଖି ଉଛୁଳେ ସରିତା ପ୍ରୀତି ପରଶ ସତେକି ଛୁଇଁଯାଏ ନବ ଯଉବନେ ଆଦ୍ୟ ଆଷାଢର ଆଗମନେ
Others
Loading…
Next page →