English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସ୍ବପ୍ନ୨
507 poems
ସ୍ବପ୍ନ ୨
Ajaya Mahala · 1 min read · 6.8K reads
ସ୍ବପ୍ନ ମୋ ଆଖିରେ ସଦା ଚିକ୍ ମିକ୍ସି ଏ ଆକାଶର ଜହ୍ନ...
Inspirational
ସଂଳାପ-୨
ସଂଳାପ-୨
Ram Prasad Bisoi · 1 min read · 1.2K reads
ଆସ ,ସାରାରାତି ଯିବାନି ଘରକୁ ଗୋଟିଏ ରାତିରେ ସାରି ଦେବା ପୁରା ଜୀବନ,
Others
ବାଟୋଇ ରେ (୨)
ବାଟୋଇ ରେ (୨)
Abhakanta · 1 min read · 7.1K reads
ବାଟୋଇ ରେ... କହ କଣ୍ଟ କେତେ ଆଉ ଆଗ ମୋଡ଼ ପାର ଘୋଟିବ ଅନ୍ଧାର ଆକାଶ ହେଲାଣି ଢାଉ ।
Others
ପ୍ରେମର ପ୍ରତିଶବ୍ଦ -୨
Padarbinda Rath · 1 min read · 1.4K reads
ଭାବପ୍ରବଣତାର ପ୍ରତିଟି ଭାବନାରେ ଫୁଟିଉଠେ ଓ଼ଠୁ ଅନେକ ଅକୁହା ପ୍ରଶ୍ନ କିଛି ସାଉଣ୍ଟିନିଏ ୟେ ଆତ୍ମହରା ହୃଦୟ ତ କିଛି ବାଣ୍ଟିଦିଏ ପ୍ରେମଭରା ସ୍ଵପ୍ନ
Romance
ସାକୀ-୨
Sukanta Mohapatra · 1 min read · 7K reads
ସେପଟେ ସବୁ ଦେଖି ନଦେଖିଲା ପରି ରୁହନ୍ତି ଭଗବାନ୍.......
Inspirational
ହଇ କି ମ ହେଟି କୁହତ । (୨)
Ram Prasad Bisoi · 1 min read · 6.8K reads
ହଇ କି ମ ହେଟି କୁହତ । (୨) ସ୍ଵପ୍ଣ ନା ସ୍ଵପ୍ନା କିଏ ? ତୁମେ ତମେ ଛାୟା ନା ପରିଛାୟା ତମେ ତମ ବାଦାମୀ କଳା କେଶ ଆଉ କଳା ଚଷମା ଆଖି ବେଶ ଭୂଷା ପରିପାଟି ପାଇଁ ଖୁଵ ଯତ୍ନଶୀଳ, କେବେ ବନି ଯାଅ କାୟା ଆଉ ପରକାୟା ଅତୃପ୍ତ ଆତ୍ମାଟିଏ , ଘୁରି ବୁଲୁଥାଏ ତମ ଚାରି କଡେ ବୁଝି ବି ପାରେ ତମ ଆତ୍ମାର ଭାଷା ବିଡ଼ମ୍ବନା ଏତିକି ଯେ ତମେ ବନ୍ଦ କରି ଦିଅ ସବୁ ଝରକା କବାଟ ଯେତେବେଳ ପର୍ଯ୍ୟନ୍ତ ଆଲ୍ଲାହଡ଼ ରେ ହୁଏନି ମୋ ସ୍ଥିତିର ସ୍ପନ୍ଦନ ସବୁଅଛି ତମ ପାଖେ କିନ୍ତୁ କାହିଁକି ? ଏତେ କାର୍ପଣ୍ୟତା ଦେବାକୁ ମତେ ବିବେଚତ କର ସ୍ୱାର୍ଥପର , ପୁଣି ପଚାରେ ; ତମର ମୁଁ କିଏ ? ହାଇକି ମ ହେଟି କୁହତ । ରାମ ପ୍ରସାର ବିଶୋଇ । ରାୟଗଡ଼ା ।
Others
Loading…
Next page →