English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସ୍ମିତହାସ
5 poems
ବଉଳ ଲୋ ...
Prasanta Sahu · 1 min read · 343 reads
ଝମଝମ ଶବ୍ଦେ ଝଲକିତ ମୁଖ ଝଟକେ ଯୌବନଭାର ଝରାକାଠି ସଙ୍ଗେ ଝଲକା ନାଚଇ ଝଲ୍ଲରୀ ତାଳେ କମର ; ବଉଳ ଲୋ
Abstract
କୂଳ ନନ୍ଦନ
puspalata samantary · 1 min read · 238 reads
କୁଳବଧୂ ଟିଏ ଖଞିଦେଲେ କୂଳ ନନ୍ଦନ ପାଇଁକି ପରା, ତାଙ୍କ ସୁଖସ୍ନେହ ଚମକଣ୍ଢେଇକି ଦେଖିହେବେ ଆତ୍ମହରା।
Classics
ତୁମ ଚିନ୍ତା ମାତ୍ରେ
Dr Susmita Dash · 1 min read · 6.9K reads
ନା ଉପଲବ୍ଧିର ଇଚ୍ଛା ନା ପ୍ରତ୍ୟାଶାର କାମନା,
Fantasy
ଶିଶିର ଅନଳ
Raja Sekhar CH V · 1 min read · 130 reads
ମାଁ ପୁଅ ନେଉଛନ୍ତି ଲଘୁ ନିଆଁ ର ମଜା, ଆରାମ ପାଉଛନ୍ତି ନେଇ ଉଷୁମ ଅଗ୍ନି ର ମଜା |୪| କେତେ ସୁନ୍ଦର ଯେ ପୁଅ ର ନିଷ୍କପଟ ମୃଦୁହାସ, ମାତା ପାଇଁ ସଦା ମନୋରମ ମନୋହର ଏହି ସ୍ମିତହାସ |
Others
ବାପା
Sambit Srikumar · 1 min read · 235 reads
ଗିରିରାଜ ହିମାଳୟ ସମ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ତୁମ ଲାଗି ଆମ ପ୍ରତିଷ୍ଠା ଅସ୍ମିତା ଅସ୍ତିତ୍ବ l
Inspirational