StoryMirror - Read, Write, Share & Repeat- ସ୍ମୃତିର ସୌଧ୍ୟ Ram Prasad Bisoi · 1 min read · 6.6K readsସ୍ମୃତିର ସୌଧ୍ୟ Others
- ଲାଜେଇ ଜହ୍ନHemanta Patra · 1 min read · 132 readsତୋ ଅସ୍ତିତ୍ବ ରେ
ନିତି ଖୋଜୁଥାଏ ମୁଁ
ମୋ ମନର କୋହକୁ
ତୋର ସେହି କଳା ଦାଗରେ
କହଲୋ ଜହ୍ନ
ତୁ କେବେAbstract
- ଜେଜଙ୍କ ଲେଖନୀରେ କୋଣାର୍କSadananda Sahoo · 1 min read · 305 readsକୋଣାର୍କ ସ୍ୱାକ୍ଷର ମୋସ୍ମୃତିର ମନ୍ଦିର
ମର୍ମପଦ ଧର୍ମପଦ
ଏହାର ବିକଳ୍ପ କଳ୍ପନାତୀତ
ବିଶAbstract
- ସ୍ମୃତିର ସହରେBIKASH KUMAR PANIGRAHY · 1 min read · 433 readsଫୁଲଟେ ଦେଖିଲେ ବାଟରେ ଆଖିରୁ
ଲୁହ ଆସେ ଝରି ଝରି
କଣ୍ଟା ଫୋଡ଼ିିହେଲେ ଚାଲି ଯାଏ କିନ୍ତୁ
ହସ ହସ ମୁହRomance
- ଅସ୍ପଷ୍ଠ ଏକ ଚେହେରାsubrat kumar jena · 1 min read · 142 readsସେ ଆଜି ଅସ୍ପଷ୍ଟ ମୋ ସ୍ମୃତିର ସିଲଟରେ
ବୋଧେ ହୁଏ ସମୟ ଜାଣି ଜାଣି ଲିଭାଇଦେଇଛି ତାକୁ ପାଣି ମାରି
ନାAbstract
- ଏ ସ୍ମୃତିର ମହକ ।Ram Prasad Bisoi · 1 min read · 1.2K readsଏ ସ୍ମୃତିର ମହକ ।
ଆଜିକାଲି---------------------! ତମେ ବହୁତ ମନେ ପଡ , ତମ ବିନା -----------------, ଏକାନ୍ତ ,ଅସହ୍ୟ,ଅସରନ୍ତି ଏ ବିରହ, ଯେମିତି ଲାଗୁଛି , ମତେ ଛାଡି ଚାଲିଯାଉଛି ଜୀବନ । (୧)
ଏ ସମୟ------------------ କାହିଁକି ? ଆସୁଛି ଆଉ ବହିଯାଉଛି, ସ୍ମୃତିର ! ଏ କେମିତି ସାଗର ନା ପାଉଛି କୁଳ କି କିନ୍ନାର କି ? ତାର ଲକ୍ଷ୍ୟ, । (୨)
କେବେ ତୁମେ ଆସ ସ୍ୱପ୍ନରେ ପୁଣି ସ୍ମୃତିରେ ,ଆପଣାର ବନାଇ ରହିଗଲ ଆଖିରେ ମନ ଚାହୁଁଛି ଆଜି ଯିବାକୁ ବହୁ ଦୂର ତୁମ ସାଥେ ଦେବାକୁ ମଥାରେ ସିନ୍ଦୁର, ନା ବଞ୍ଚି ପାରୁଛି ନା ମରି ପାରୁଛି କରି ଶ୍ରାବଣ କୁ ସାଥୀ ତମ ""ଏ ସ୍ମୃତିର ମହକ"" । (୩)
ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡା । ସକାଳ-୮ଟା , ତା-୦୫-୦୬-୧୬ ।Others
Loading…