StoryMirror - Read, Write, Share & Repeatସ୍ମୃତି
ସ୍ମୃତିIndrabadal Mohanty · 1 min read · 1.3K readsକିଛି ସ୍ମୃତି ଭୁଲି ହୁଏନାInspirational- ସ୍ମୃତିTrupti Paikaray · 1 min read · 14.2K readsସ୍ମୃତି କେବେ ଦିଗହରା ପକ୍ଷୀ,କେବେ ପୁଣି ସେ ଜନ୍ମଜନ୍ମର ସାକ୍ଷୀ IOthers
- ସ୍ମୃତି ଭବିଷ୍ୟରSrabani Nath · 1 min read · 7K readsସ୍ମୃତି ସବୁବେଳେ ସୁନ୍ଦରOthers
- ରଖ ପ୍ରେମିକର ମନSisir Kumar Samal · 1 min read · 229 readsଅସହ୍ୟ ହେଲାଣି ବିଚ୍ଛେଦ ଜ୍ବଳନ
କର କାହିଁ ଅଭିମାନ,
ଫେରିଆସ ସାଥୀ ଜୀବନେ ମୋହର
ରଖ ପ୍ରେମିକର ମନ ।।Romance
- ସ୍ମୃତି ଚାରଣKulamani Sarangi · 1 min read · 13.6K readsସ୍ମୃତି ଚାରଣ ............... ମାଆର ଆଖିରେ ଲୁହ, ଖଣ୍ଡ ବିଖଣ୍ଡିତ ଶରୀର, ବୁକୁରେ ଉଠୁଥିଲା ତାର କୋହ। ଶୃଙ୍ଖଳ ହାତ, ପାଦରେ, ରକ୍ତପୀପାସୁ ଚାହିଁ ରହିଥିଲେ ଖଣ୍ଡିତ କରିବାରେ। "ଓଡିଆ ଏକ୍ ଟୁ ଭାଷା ନଏ' ବୋଲି ଚିତ୍କାର କରୁଥିଲେ, ମୃତ ଏକ ଭାଷା,ସଂସ୍କୃତି ପାଇଁ ଜୁଇ ସେ ସଜାଡୁ ଥିଲେ। ଉନବିଂଶ ଶତାବ୍ଦିର ମଧ୍ୟଭାଗେ କାଳ କବଳିତ ମାଆ, ଲୋପ ପାଇବାକୁ ବସିଥିଲା ଏଇ ଓଡିଆ ଜାତିର ନାଆଁ। ଜନନୀକୁ ଯିଏ ବଂଚାଇ ଥିଲେ ସତତ ସଂଗ୍ରାମ କରି, ଓଡିଆ ସଂସ୍କୃତି, ଭାଷାର କୋଣାର୍କ ଦେଇଥିଲେ ଠିଆକରି। ସେଇ ବ୍ୟାସକବି,ସେଇ କୁଳବୃଦ୍ଧ ପୁଣି ସେଇ ଭକ୍ତକବି, ସେଇ କବିବର, ସେଇ ଗଂଗାଧର ଉତ୍କଳ ଗଗନ ରବି। ତାଙ୍କର ସ୍ମୃତି ଚାରଣ, କରେ ମୁଁ ,ହେ ମୋର ଉତ୍କଳବାସୀ ପୂଜ ତାହାଙ୍କ ଚରଣ।Others
- ମିଠା ଅତୀତArabinda Mishra · 1 min read · 327 readsସ୍ମୃତି ସହରରେ, ମିଠ ଅତୀତ
ସହଜରେ ନୁହେଁ ପାରି
ସଖି ହୃଦୟରେ, ଅକ୍ଷୟ ପ୍ରତିତ
ସତ କରିିିିଦିଏ ଚୋରି ।Romance
Loading…