English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସ୍ୱପ୍ନତ
683 poems
ସ୍ୱପ୍ନ
Sachidananda Behera · 1 min read · 283 reads
ସ୍ୱପ୍ନ
Abstract
ଏ ତ ଚୌକୀର ମହାଭାରତ ।
Ram Prasad Bisoi · 1 min read · 6.6K reads
ଏ ତ ଚୌକୀର ମହାଭାରତ । ଚୌକି ଖାଲି ପଡିଛି, କଟାରରେ ଅଛନ୍ତି ଅନେକ, କିଏ ? ଛାଡି ଯାଇଥିବା ବ୍ୟକ୍ତିଙ୍କ ଅନୁଗତ, କିଏ ? ଯୋଗ୍ୟତା ଅନୁଯାୟୀ ଦାବିଦାର, ଭିଡ଼ ଏଠି ଅନେକ, ଅଗଣତାନ୍ତ୍ରିକ, ତୋଷାମଦକାରୀଙ୍କ ଚାଲେ ଏଠି ରାଜତ୍ୱ , ପୁଣି ସେଥିରେ ହିସାବ ହୁଏ ମନ୍ତ୍ରୀ ଅଫିସରଙ୍କ ପାଖଲୋକ, ବ୍ୟସ୍ତ କାହିଁକି ? ବନ୍ଧୁ ! ଖାଲି ପଡିଥିବା ଚୌକି ନିଜେ ହିଁ ଖୋଜିବ ତା ଲୋକ , ଭଲ କି ଭେଲ ବିଚାର କରିବ ସମୟ , ଆଜି ବି ଦ୍ରୋଣଙ୍କ ଅଭାବ ନାହିଁ, ଆଜି ବି ବଳି ପଡ଼ନ୍ତି କେତେ ଯେ ଯୋଗ୍ୟତା ସମ୍ପର୍ଣ୍ଣ କର୍ଣ୍ଣ , ଖାଲି ପଡିଛି ଚୌକି ଏ ତ ଚୌକୀର ମହାଭାରତ । ରାମ ପ୍ରସାଦ ବିଶୋଇ । କାଶ୍ୟପ ରାୟଗଡ଼ା । ତା-୦୩-୦୬-୧୬ ।
Others
ନାରୀ... ସେ ତ ନିଃଶ୍ୱାସର ଡୋରି
ନାରୀ... ସେ ତ ନିଃଶ୍ୱାସର ଡୋରି
Pramod Pradhan · 1 min read · 6.4K reads
ପ୍ରଥମ ସ୍ପର୍ଶ ସେ ଜନ୍ମର ସ୍ୱତ୍ୱଧାରୀ ଯୌବନର ଜ୍ୟୋତ୍ସ୍ନା ଝରି କରୁଣାର କୋମଳ କାଳଜୟୀ ପାଚେରି ଜୀବନର ଚଲାପଥେ ମୃତ୍ୟୁର ଶେଷ ଯାଏ ନାରୀ... ସେ ତ ନିଃଶ୍ୱାସର ଡୋରି ।
Romance
ଏଇଠି ତ ଥିଲା
Narendra Kumar Acharya · 1 min read · 6.6K reads
ଆଇନାରେ ଦେଖୁଥିଲା ମୁହଁ ଆପଣା ରୂପରେ ନିଜେ ଯାଉଥିଲା ହଜି.....
Romance
ସ୍ୱପ୍ନ....
ସ୍ୱପ୍ନ....
Pramila Sahoo · 1 min read · 6.7K reads
ସବୁ ବନ୍ଧନ ମୁଁ କାଟି ଦେଇଛିତୋହରି ବନ୍ଧନରେ ମୁଁ ବାନ୍ଧି ସାରିଛି
Others
ଏଇତ ଜୀବନ
Kalyani Hota · 1 min read · 37 reads
ଧର୍ମ ସଙ୍କଟ ର ମର୍ମେ ମର୍ମେ କେବେ ନିକିତି ର ପଳା ସରଳରେଖା ତ କେବେ ଭାରୀ ଆଉ କେବେ ଟଳମଳ ଆଉ
Others
Loading…
Next page →