StoryMirror - Read, Write, Share & Repeat- ତାରା ଫୁଲSadananda Sahoo · 1 min read · 299 readsଝଲସି ଉଠଇ ସ୍ୱପ୍ନ ଭିଜାଆଖି
ଦେଖିବାକୁ ନିତି ପରା ॥Others
ଭିଜା ଭିଜା ସ୍ମୃତି ।
ଭିଜା ଭିଜା ସ୍ମୃତି ।Ram Prasad Bisoi · 1 min read · 6.9K readsଭିଜା ଭିଜା ସ୍ମୃତି ।
ଭଲ ଲାଗେ ବର୍ଷରେ ଭିଜିବାକୁ, ଭିଜି ଭିଜି ଅତୀତରେ ହଜିବାକୁ, ହଜିଗଲା ଦିନ ସବୁ ଖୋଜିବାକୁ, ଭଲ ଲାଗେ ବର୍ଷରେ ଭିଜିବାକୁ ।
ବର୍ଷା ଭିଜା ଗାଁ ଦାଣ୍ଡ, କାଦୁଅ ପାଣିର ସୁଅ, ସେ ସୁଅରେ କାଗଜ ର ଡଙ୍ଗା, ଡଙ୍ଗା ପଛେ ପଛେ ଧାଇଁ ବାକୁ ଭଲ ଲାଗେ ବର୍ଷରେ ଭିଜିବାକୁ ।
ନାହିଁ ସେ ଗାଁ ଦାଣ୍ଡ, ଅବା ସେଇ କାଗଜ ଡଙ୍ଗା, ସେ ଦିନ ହଜିଛି କେଉଁ ବୟସ ଗଳିରେ ଅବା, ତଥାପି ବି ଭଲ ଲାଗେ, ସେ ଦିନ କୁ ଖୋଜିବାକୁ, ବର୍ଷା ରେ ଭିଜି ଭିଜି ଅତୀତରେ ହଜିବାକୁ, ଭଲ ଲାଗେ ମତେ ଏବେ ବର୍ଷାରେ ଭିଜିବାକୁ ।
କାଶ୍ୟପ ।Others- ଭିଜା ଭିଜା ମାଟିର ବାସ୍ନାରେkamal kumar dash · 1 min read · 170 readsଜାଣି ମୁଁ ପାରେନା ଏତେ
ତୁମେ କାହିଁ ମନେ ପଡ଼
ଅଙ୍କl ବଙ୍କା ଦୁନିଆଁ ବାଟରେ
ଆଉ ସ୍ୱପ୍ନ ଭିଜା ଉଦାସ ରାତିରେRomance
- ଭଲପାଏ ବୋଲିMadhu mita · 1 min read · 258 readsଭଲ ପାଏ ବୋଲି..
ଭଲ ଲାଗେ ସେ ନୂଆ ଭିଜାମାଟି..
ସେ କାକର ଭିଜା ସ୍ୱପ୍ନ ଆଉ ସେ ଜହ୍ନରାତି..
ମହଲ ହେଉ କି ଥାଉ କବାଟ ତାଟି..
ଭଲ ଲାଗେ..ଉଷୁମ କୋଳର ସେ ଉଷ୍ମ ପ୍ରୀତି..Romance
- ଭିଜା ଭିଜାkamal kumar dash · 1 min read · 115 readsଭିଜା ଭିଜାDrama
- ଭିଜା ଭିଜା ଚନ୍ଦନarun sahoo · 1 min read · 413 readsଭିଜା ଭିଜା ଚନ୍ଦନRomance
Loading…