by Amit Bal ✓ · 30 Oct 2020
ସମୟ କ୍ରମେ ଧିରେ ଧିରେ ଅସ୍ତ ତାରାଙ୍କ ଗହଣରେ ଅଳସ ଭାଙ୍ଗୁଥିଲା ତାଙ୍କ ଦରଗଢା ସ୍ୱପ୍ନ , ଏଥର ମୋ ଲାଗି ସ୍ୱପ୍ନ କିଣୁଥିଲା ଇନ୍ଦ୍ରଧନୁର ଅଭିଳାଷ ନେଇ ଭାବର ବିପଣିରେ ତାଙ୍କ ସେଇ ମନ
Loading comments…
Loading comments…