by Amit Bal ✓ · 17 Dec 2020
ଶ୍ରାବଣ ଆଲିଙ୍ଗନେ ତୁ ଆଞ୍ଜୁଳାଏ ଲୁହ ପ୍ରତୀକ୍ଷିତ ହୃଦୟର ଧାରେ ଅବୁଝା କୋହ ଭାବିଥିଲି ମନର ଏ ଧୂସର ମରୁରେ ପ୍ରଣୟ ସୁଧା ହୋଇ ବରଷିବୁ କେବେ ଥରେ
Loading comments…
Comments
Loading comments…