by Amit Bal ✓ · 18 Dec 2020
ଆଧୁନିକତାର ଦ୍ୱାହିରେ ତମେ ଯେ ଆଜି ନିର୍ଯ୍ୟାତିତ ପ୍ରବଞ୍ଚିତ ବିଜ୍ଞାନର ଯଜ୍ଞରେ, ଖଣ୍ତାଦାଢରେ ଚାଲିଛି ଦୁନିଆ ସତେକି ତମକୁ ଫିଙ୍ଗି ଦେଇ ଦୂରେ, ଧ୍ୱଂସର ପଥରେ
Loading comments…
Comments
Loading comments…