by Amit Bal ✓ · 23 Oct 2020
ମନରେ ଭାବ ନ ଥିଲେ ସଂପର୍କର କଳିକା ଟିଏ ଅଦିନେ ଝଡି ଯାଏ ପଛେ ଫୁଲ ହୋଇ ଫୁଟେନା ........ ତୁମେ ଯଦି ଠକିବାକୁ ଚାହଁ ଠକି ଦେଇପାର ଜଣକୁ ସଂପର୍କରେ ସେ ପଛେ ଯେ କେହି ହେଉନା ......
Loading comments…
Comments
Loading comments…