by Kulamani Sarangi ✓ · 28 Mar 2020
ବାଳା ବିଚାରନ୍ତି ସତେ କି ଯଯାତି ହେବେ ମୋ ହୃଦୟ ଈଶ, କିଣି ନେଲେଣିତ ମନକୁ ସହଜେ ଦେଇଣ ପ୍ରୀତିପରଶ ଭାଗ୍ୟ ହେବ ମୋ ସତେ, ବିଳସିବି ନୃପ ହୃଦଗତେ ।।
Loading comments…
Loading comments…