by Aniruddha Samantara ✓ · 7 Aug 2018
ଅମାବାସ୍ୟା ସମ କଳଙ୍କ ଲାଗେ ଅହଲ୍ୟା ସାଜି ପାଷାଣଟି ହୁଏ ଅନଳେ ଜଳେ ହୋଇ ସୀତା ଅସ୍ତମିତ ହୁଏ ସବୁ ଅଭିଳାଷ ଅସହ୍ୟ ମଣେ ଜୀବନଜଞ୍ଜାଳ
Loading comments…
Comments
Loading comments…