by Tapaswini DashSarangi ✓ · 16 Aug 2019
ସତରେ ସାଥୀ କହିଥିଲ ମୋତେ ସେ ଜହ୍ନ ଜୋଛନାର ଚାଦରକୁ ସାକ୍ଷୀ ରଖି ତୋଳିବା ପାଇଁ ଏକ ନଅର ହେଲେ ସେଦିନ ଭାବିଥିଲି ବୋଧେ ଏହା ଏକ ପ୍ରଲୋଭନ ଏହା ଏକ ପ୍ରୀତିମୟ ପରିବେଷ୍ଟନୀରେ ଆବେଗଭରା ବାର୍ତ୍ତା।
Loading comments…
Comments
Loading comments…