by Dilip Kumar Tripathy ✓ · 12 Apr 2019
ନିଏ ତ’ ଟିକେ ଜୀବନର ସ୍ବାଦ ଦୂର ହେଉ ଅଯଥା ପ୍ରମାଦ ଆଉ କିଛି ହେଉ କି ନହେଉ ହେ ମହାବାହୁ, ଆତ୍ମା ମୋର ଶାନ୍ତି ତ’ ପାଉ !
Loading comments…
Loading comments…