by Papu parida ✓ · 28 Jun 2021
ଆ ପ୍ରିୟା ଆ ବୁଲିଯିବା ଟିକେ ପ୍ରୀତିକାନନକୁ ଆମେ ଆ ପ୍ରିୟା ଆ ପହଁରିବା ଟିକେ ପ୍ରୀତି ସାଗରରେ ଆମେ। ଆ ପ୍ରିୟା ଆ ବସିବା ଏକାନ୍ତେ ହେବ ମଧୁସମ୍ଭାଷଣ ଆ ପ୍ରିୟା ଆ ମିଶିଯା ମୋ ସଙ୍ଗେ ହୋଈବା ଆମେ ପୂରଣ।
Loading comments…
Comments
Loading comments…