by MADHU MITA ✓ · 29 Nov 2019
ଖାଦ୍ୟ ଲୋଭେ ବୁଲେ..ଯାହା ପାରେ ନିଏ.. ଦେଖିଲା ଅଇଁଠା ପତ୍ର ଆବର୍ଜନା ରେ ଥାଏ.. ଖାଦ୍ୟ କଣିକା ଟିକେ..ତାକୁ ସେ ଆଡେ ଟାଣି ନିଏ... ଆବର୍ଜନା ମଧ୍ୟ କାଳେ ଜୀବନ ରକ୍ଷା କରିଥାଏ.. ଯେଉଁଠି ପରିଷ୍କୃତ ମୃତ୍ୟୁ..ନିଜ ପାଖକୁ ଡାକି ନିଏ..
Loading comments…
Loading comments…