by Chittaranjan Nanda ✓ · 31 Aug 2021
ସଂସାରରେ ମିଛ ଓ ସତର ଖେଳ ସତ କଅଣ ମିଛ କଅଣ ଚିହ୍ନିଲା ବେଳକୁ ସରିଯିବ ଖେଳ, ମହଙ୍ଗା ଦୁନିଆ, ଶ୍ରମ ଏକା ଶସ୍ତା ଦେଉଥିବୁ ଶ୍ରମ, ଦୁନିଆଁ କହିବ ଭଲ, ସୁଖ ବେଳେ ସାଥୀ, ଦୁଃଖେ ନ ମିଳନ୍ତି.
Loading comments…
Loading comments…