by Pravat Kumar Mohapatra ✓ · 23 Oct 2021
ଏଇଟା ତ ସଂସାର ନିୟମ ଉଗ୍ର ଆଧୁନିକବାଦ ସେ ତ ଅଟେ ନିଶ୍ଚେ ବ୍ୟତିକ୍ରମ ଏହି ବ୍ୟତିକ୍ରମ ପାଇଁ ଆତ୍ମା କାଳେ କେତେ ନିର୍ଭୟାର ଗୋଡ଼ ଖସିଗଲେ ଥରେ ଛତୁ ହେବ ସୁନାର ସଂସାର
Loading comments…
Loading comments…