by Rama chandra Pradhan ✓ · 22 Oct 2020
ପାଦ ଦୁଇଟି ତା' କର୍ମେ ଅଗ୍ରସର ନ ରଖି ମନରେ ଆଶା ସରଳ ନିରୀହ ଅବା ଶାନ୍ତସ୍ନିଗ୍ଧ ତା' ହୃଦୟ ପରିଭାଷା l ହାଲିଆ ଅଳସ କ୍ଲାନ୍ତ ଅବସାଦେ ଭୁଲି ଯାଇ ନିଜ ଦୁଃଖ ଜୀବନ ଜୀବିକା ଜଞ୍ଜାଳ ଭିଡ଼ରେ ସାଉଁଟେ ସେ ନିତି ସୁଖ l
Loading comments…
Comments
Loading comments…