by Debaki Behera ✓ · 22 Nov 2020
ମାଆ ଦୁର୍ଗା ଆଗମନ ସମୟ ତ ଏହି ହାତଯୋଡି ଆବାହନ କରେ ତାଙ୍କୁ ମହି। କରୋନା ଦେଇଛି ସାରି ସବୁ ଖୁସି ପୁଣି ହେଲେ ମାଆ ଆଗମନେ ହସିବ ଧରଣୀ। ବଞ୍ଚିବା ହସିବା ପୁଣି ଆଉ ଥରେ ଆମେ କରୋନା ଯିବ ଦୂରେଇ ରଖ ମନେ ତୁମେ।
Loading comments…
Comments
Loading comments…