120Log inSign up
Poem · Fantasy

ଆଗନ୍ତୁକ

by SARATA KUMAR DAS ✓ · 18 Dec 2018

10.8KReads
31Likes
1Min read

ପାଦଚାପି ଧୀରେଧୀରେ ଅକାଳେ ସକାଳେ କେବେ କେଉଁଦିନ ବିସ୍ମୃତିର ପଥଧାରେ ଜୀବନ୍ଯାସ ପାଇଯିବେ କାଳେ ମଲାସ୍ବପ୍ନମାନେ ଭଙ୍ଗାମନର କବର ତଳେ ।।

Loading comments…

ଆଗନ୍ତୁକ · StoryMirror