by Gangotri Priyadarshini ✓ · 24 Mar 2021
କବିତା କେବେ ବନିତାଟେ ସାଜି ଅପେକ୍ଷା ଉପେକ୍ଷାକୁ ସାଥି କରେ କବିତା ଗୋ ତୁମ ଶବ୍ଦ ଅଭ୍ୟର୍ଥନା ମନ ଗହନରେ ପ୍ରେମ ସାଜି ଉଙ୍କି ମାରେ
Loading comments…
Comments
Loading comments…