by Saubhagya kumar Mallik ✓ · 23 May 2019
କହିଲା ଶୁଣି ମୁନିର କଥା ସିମ୍ପାଜି ଧିରେ ଧିରେ କେଡେ ସୁନ୍ଦର ମଣିଷ ଜାତି ଏଇ ଧରାଧାମରେ ।। ଦିଶୁନା ଆମେ ସୁନ୍ଦର ବୋଲି ଜଙ୍ଗଲ ଆମ ଘର ଗାଁ ସହରେ ମଣିଷ ତୋଳେ ଜାତିଜାତିକା ଘର ।।
Loading comments…
Loading comments…