by Gangotri Priyadarshini ✓ · 11 Jan 2021
ଗଗନେ ଶୋଭା ସେଇ ସୁରଜ ସେଇ ଚନ୍ଦ୍ରମା ଅପରୂପା ପ୍ରକୃତି ରାଣୀ ତାରେ କି ଦେଇ ଉପମା !! ଶିଖାଏ କେତେ ଶିକ୍ଷା କର୍ମ ସଙ୍ଗତେ ଜୀବନ ଦିକ୍ଷା ସାର୍ଥକ ହେବ ମଣିଷ ସାମ୍ନା କରି ଈଶ୍ୱରଙ୍କ ପରୀକ୍ଷା !!
Loading comments…
Comments
Loading comments…