by Kabiratna Nutan Kumar Behera ✓ · 12 Jul 2022
ଆଷାଢ଼ ମାସର ଶୁକ୍ଳ ପକ୍ଷ ଏକାଦଶୀ ଦିନ ରଥେ ମହାପ୍ରଭୁ ସୁନାବେଶେ ଦିଅନ୍ତି ଦର୍ଶନ ବାହୁଡା ବିଜୟ ପରେ ଆସଇ ଏ ଶୁଭଦିନ ଦେଖି ଭକ୍ତଜନ ତନ୍ମୟେ ହୁଅନ୍ତ ଏକଧ୍ୟାନ।
Loading comments…
Loading comments…