by Kalandi pal ✓ · 23 Jun 2021
ମୋର ମୋର ବୋଲି କାହାକୁ କହିବି ସବୁ ତ ଅଟେ ତୁମର. ଖାଇବା ଥାଳିଟା ମୋ କର୍ମ ଫଳଟା ସାଥି ତ ଖାଲି ମୋହର. କାନ୍ଧରେ କାନ୍ଧେଇ ମୋର ସାହି ଭାଇ ନେବେ ତୁମ ନାମ ଘୋଷି.
Loading comments…
Loading comments…