by Manorama Mohanty ✓ · 19 Aug 2021
ଭାଇ ଭଗ୍ନୀ ସାଥେ ରତ୍ନ ବେଦୀରେ ବସିଛ ଠାକୁର ମନ ଖୁସିରେ ଜଗତ ଯାକର ଯେତିକି ଗୋଳ ଦେଖିବାକୁ ତୁମ ନାହିଁ ହେ ବେଳ ହେ ଜଗତନାଥ କରୁଅଛ ପ୍ରଭୁ କାହିଁକି ନାଟ |
Loading comments…
Loading comments…